ସେୟାର
 
Comments

ଯୋଗ ଗୁରୁ ସ୍ଵାମୀ ଆଧ୍ୟାତ୍ମାନନ୍ଦ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ ଗଭୀର ଆଧ୍ୟାତ୍ମିକ ବିଷୟ ବର୍ଣ୍ଣନା କରିବାରେ ତାଙ୍କ ସରଳ ଉପାୟକୁ ସ୍ମରଣ କରିଛନ୍ତି ।  ପ୍ରଧାନମନ୍ତ୍ରୀ ମନେ ପକାଇଛନ୍ତି ଯେ,

କିଭଳି ଯୋଗ ଶିକ୍ଷା ସହିତ ସ୍ଵାମୀ ଜୀ ଅହମ୍ମଦାବାଦର ଶିବାନନ୍ଦ ଆଶ୍ରମ ଦ୍ୱାରା ପରିଚାଳିତ ଅନେକ ଗଠନମୂଳକ କାର୍ଯ୍ୟକଳାପ ମାଧ୍ୟମରେ ସମାଜକୁ ସେବା ମଧ୍ୟ କରୁଥିଲେ ।

Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
Govt allows Covid vaccines at home to differently-abled and those with restricted mobility

Media Coverage

Govt allows Covid vaccines at home to differently-abled and those with restricted mobility
...

Nm on the go

Always be the first to hear from the PM. Get the App Now!
...
ସେୟାର
 
Comments

Join Live for Mann Ki Baat