ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଷ୍ଟକ ନିବେଶକ ରାକେଶ ଝୁନଝୁନୱାଲାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ରାକେଶ ଝୁନଝୁନୱାଲା ଅଜେୟ ଥିଲେ । ଆର୍ଥିକ ଜଗତ ପ୍ରତି ପ୍ରାଣୋଚ୍ଛଳ, ପ୍ରତ୍ୟୁତ୍ପନ୍ନମତି ଓ ଅର୍ନ୍ତଦୃଷ୍ଟିସମ୍ପନ୍ନ ରାକେଶଙ୍କ ଅବଦାନ ବେଶ ଅତୁଳନୀୟ ଥିଲା । ଭାରତର ପ୍ରଗତି ପାଇଁ ସେ ବେଶ ଅନୁରାଗୀ ଥିଲେ । ତାଙ୍କ ବିୟୋଗ ଖୁବ ଦୁଃଖଦ । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।”      

Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Budget 2023 needs to viewed from lens of Amrit Kaal and long term aspirations set by PM Modi

Media Coverage

Budget 2023 needs to viewed from lens of Amrit Kaal and long term aspirations set by PM Modi
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାରୀ 7, 2023
February 07, 2023
ସେୟାର
 
Comments

New India Appreciates The Country’s Massive Strides Towards Achieving PM Modi’s Vision of Aatmanirbhar Bharat

India’s Foreign Policy Under PM Modi's Visionary Leadership Strengthening International Relations