ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅରୁଣାଚଳ ପ୍ରଦେଶରେ ବରଫ ଅତଡା ଖସିବା ଯୋଗୁଁ ଭାରତୀୟ ସେନାର ଜବାନଙ୍କ ଜୀବନ ହାନି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି “ଅରୁଣାଚଳ ପ୍ରଦେଶରେ ବରଫ ଅତଡା ଖସିବା ଯୋଗୁ ଭାରତୀୟ ସେନା କର୍ମଚାରୀଙ୍କ ଜୀବନ ହାନି ଘଟଣାରେ ଅତ୍ୟନ୍ତ ଦୁଃଖିତ । ଆମ ଦେଶ ପାଇଁ ସେମାନଙ୍କର ଉତ୍ସର୍ଗୀକୃତ ସେବାକୁ ଆମେ କେବେ ବି ଭୁଲି ପାରିବୁ ନାହିଁ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ।”
Sadddened by the loss of lives of Indian Army personnel due to an avalanche in Arunachal Pradesh. We will never forget their exemplary service to our nation. Condolences to the bereaved families.
— Narendra Modi (@narendramodi) February 8, 2022