ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଇଗଭ (ମୋ ସରକାର)ର ସେ ସମସ୍ତ ସ୍ଵେଚ୍ଛାସେବୀ ଏବଂ ଯୋଗଦାନକାରୀମାନଙ୍କୁ ପ୍ରଶଂସା କରିଛନ୍ତି ଯେଉଁମାନେ ନିଜର ଯୋଗଦାନ ମାଧ୍ୟମରେ ଏହି ମଞ୍ଚକୁ ସମୃଦ୍ଧ କରିଛନ୍ତି।

ମାଇଗଭ୍‌ ଇଣ୍ଡିଆର ଏକ ଟ୍ବିଟ୍‌ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ମାଇଗଭ୍‌ ଶାସନରେ ଭାଗୀଦାରୀ ଏବଂ ଆମ ଯୁବଶକ୍ତିଙ୍କ ସ୍ବର ହେବାର ସବୁଠୁ ଉତ୍କୃଷ୍ଟ ଉଦାହରଣ ଭାବେ ଉଭା ହୋଇଛି ।”

ଆଜି ଯେତେବେଳେ ଆମେ ମାଇଗଭର 7 ବର୍ଷ ପୂର୍ତ୍ତି ପାଳନ କରୁଛୁ, ଏହି ସମୟରେ ମୁଁ ସେ ସମସ୍ତ ସ୍ଵେଚ୍ଛାସେବୀ ଏବଂ ଯୋଗଦାନକାରୀମାନଙ୍କୁ ପ୍ରଶଂସା କରୁଛି ଯେଉଁମାନେ ନିଜର ଯୋଗଦାନ ବଳରେ ଏହି ମଞ୍ଚକୁ ସମୃଦ୍ଧ କରିଛନ୍ତି।”

 

ପ୍ରଧାନମନ୍ତ୍ରୀ ମୋଦୀଙ୍କ 'ମନ କି ବାତ' ପାଇଁ ଆପଣଙ୍କ ବିଚାର ଏବଂ ଅନ୍ତର୍ଦୃଷ୍ଟି ପଠାନ୍ତୁ !
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India's FDI inflow rises 62% YoY to $27.37 bn in Apr-July

Media Coverage

India's FDI inflow rises 62% YoY to $27.37 bn in Apr-July
...

Nm on the go

Always be the first to hear from the PM. Get the App Now!
...
PM lauds Team Assam for efforts for well-being of single-horned Rhinos
September 23, 2021
ସେୟାର
 
Comments

The Prime Minister, Shri Narendra Modi has lauded Team Assam for efforts for well-being of one horned Rhinos. He also said that one-Horned Rhino is India’s pride and all steps will be taken for its well-being.

In a reply to a tweet by the Chief Minister Shri Himanta Biswa Sarma, the Prime Minister said;

"Commendable effort by Team Assam. The One-Horned Rhino is India’s pride and all steps will be taken for its well-being."