ସେୟାର
 
Comments

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କୁ ସେମାନଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାନ୍ତି, ସୌହାର୍ଦ୍ଦ୍ୟ ଏବଂ ଭାଇଚାରା ପ୍ରତି ଗାନ୍ଧିଜୀଙ୍କ ପ୍ରତିବଦ୍ଧତା ଅତୁଟ ରହିଥିଲା । ସେ ଏକ ଏପରି ବିଶ୍ୱର କଳ୍ପନା କରିଥିଲେ ଯେଉଁଠାରେ ଗରିବରୁ ଗରିବତମ ବ୍ୟକ୍ତି ମଧ୍ୟ ସଶକ୍ତ ହେବ । ତାଙ୍କର ଆଦର୍ଶ ଆମର ମାର୍ଗଦର୍ଶନ କରେ ।

ଲାଲ ବାହାଦୁର ଶାସ୍ତ୍ରୀଙ୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଶାସ୍ତ୍ରୀଜୀଙ୍କ ଅମୂଲ୍ୟ ଯୋଗଦାନକୁ କେବେ ବି ଭୁଲିବ ନାହିଁ । ସେ ଜଣେ ଏପରି ଆଦର୍ଶବାଦୀ ନେତା ଥିଲେ ଯିଏକି ତାଙ୍କ ଆଦର୍ଶ ଓ ସିଦ୍ଧାନ୍ତରୁ କେବେ ବି ବିଚ୍ୟୁତ ହେଉନଥିଲେ ।

ଭାରତର ଅଲିମ୍ପିଆନମାନଙ୍କୁ ପ୍ରେରଣା ଦିଅନ୍ତୁ! #Cheers4India
Modi Govt's #7YearsOfSeva
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
India’s Solar Learning Curve Inspires Action Across the World

Media Coverage

India’s Solar Learning Curve Inspires Action Across the World
...

Nm on the go

Always be the first to hear from the PM. Get the App Now!
...
Enthusiasm is the steam driving #NaMoAppAbhiyaan in Delhi
August 01, 2021
ସେୟାର
 
Comments

BJP Karyakartas are fuelled by passion to take #NaMoAppAbhiyaan to every corner of Delhi. Wide-scale participation was seen across communities in the weekend.