ସେୟାର
 
Comments
PM Modi congratulates Mr. Pravind Kumar Jugnauth on taking over as Prime Minister of Mauritius
PM Modi appreciates the leadership & contribution of outgoing PM Sir Anerood Jugnauth to strengthening India-Mauritius ties

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମରିସସର ନୂତନ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ଶ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥଙ୍କ ସହ କିଛି ସମୟ ପୂର୍ବେ ଟେଲିଫୋନ ଯୋଗେ କଥାବାର୍ତ୍ତା କରିଛନ୍ତି ।

ଟେଲିଫୋନ କଲ କରିଥିବାରୁ ଶ୍ରୀ ଜଗନ୍ନାଥ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସମୟ କଷଟି ପଥରରେ ପରୀକ୍ଷିତ ହୋଇସାରିଥିବା ଭାରତ ଓ ମରିସସ ଦ୍ୱିପାକ୍ଷିକ ଅଦ୍ୱିତୀୟ ମୈତ୍ରୀ ସମ୍ବନ୍ଧକୁ ଆହୁରି ପରିବ୍ୟାପ୍ତ କରିବା ନିମନ୍ତେ ଦୁଇ ଦେଶର ମିଳିତ ପ୍ରତିବଦ୍ଧତାକୁ ଉଭୟ ରାଷ୍ଟ୍ର ନେତା ଦୋହରାଇଛନ୍ତି ।

ଭାରତ ଓ ମରିସସ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଦୃଢ଼ୀଭୂତ କରିବା କ୍ଷେତ୍ରରେ ବିଦାୟୀ ପ୍ରଧାନମନ୍ତ୍ରୀ ସାର ଅନିରୁଦ୍ଧ ଜଗନ୍ନାଥଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୂୟସୀ ପ୍ରଶଂସା କରିଥିଲେ ।

Share your ideas and suggestions for 'Mann Ki Baat' now!
Explore More
୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଲାଲକିଲ୍ଲାର ପ୍ରାଚୀରରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's support to poor during Covid-19 remarkable, says WB President

Media Coverage

India's support to poor during Covid-19 remarkable, says WB President
...

Nm on the go

Always be the first to hear from the PM. Get the App Now!
...
Social Media Corner 6th October 2022
October 06, 2022
ସେୟାର
 
Comments

India exports 109.8 lakh tonnes of sugar in 2021-22, becomes world’s 2nd largest exporter

Big strides taken by Modi Govt to boost economic growth, gets appreciation from citizens