ସେୟାର
 
Comments
The Union Government is focused on improving ease of doing business in India and enhancing quality of life for citizens: PM Modi
India is today the fastest growing major economy: PM Modi
India's rising economy, fast growing middle class and young demography offer many new opportunities to Japanese investors, says PM

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓରେ ଅନୁଷ୍ଠିତ ‘ମେକ ଇନ ଇଣ୍ଡିଆ:  ଆଫ୍ରିକାରେ ଭାରତ-ଜାପାନ ଭାଗୀଦାରୀତା ଓ ଡିଜିଟାଲ ଭାଗୀଦାରୀତା’ ଶୀର୍ଷକ ଆଲୋଚନାଚକ୍ରକୁ ସମ୍ବୋଧିତ କରିଥିଲେ ।

ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଥିଲେ ଯେ କିପରି ଭାବେ କେନ୍ଦ୍ର ସରକାର ବ୍ୟବସାୟ କରିବାର ସହଜତା ଏବଂ ନାଗରିକମାନଙ୍କ ଜୀବନ ଧାରଣ ସହଜତାରେ ଉନ୍ନତି ଆଣିବା ପାଇଁ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି । ଭାରତରେ ଜାପାନ କମ୍ପାନୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରକଳ୍ପରେ ଜାପାନ ଅଂଶୀଦାର ଥିବା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ଗତ 4 ବର୍ଷ ମଧ୍ୟରେ ଭାରତର ଅର୍ଥନୈତିକ ପ୍ରଦର୍ଶନର ସାମର୍ଥ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ସେ କହିଲେ ଯେ ସମ୍ପ୍ରତି ଭାରତ ହେଉଛି ଦ୍ରୂତ ଗତିରେ ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା । ସେ ଅଣସଂଗଠିତରୁ ସଂଗଠିତ ଅର୍ଥବ୍ୟବସ୍ଥାକୁ ଗତି, ଡିଜିଟାଲ କାରବାର ଏବଂ ଜିଏସଟି ସମେତ ଭାରତୀୟ ଅର୍ଥନୀତିର ଅନ୍ୟାନ୍ୟ ପ୍ରମୁଖ ଦିଗ ସମ୍ବନ୍ଧରେ ଆଲୋକପାତ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତର ଆଗକୁ ବଢ଼ୁଥିବା ଅର୍ଥବ୍ୟବସ୍ଥା, ଦ୍ରୂତଗତିରେ ବୃଦ୍ଧି ପାଉଥିବା ମଧ୍ୟବିତ୍ତ ବର୍ଗ ଏବଂ ଯୁବ ଜନସଂଖ୍ୟା ଜାପାନର ନିବେଶକମାନଙ୍କୁ ଅନେକ ନୂତନ ସୁଯୋଗ ପ୍ରଦାନ କରିଥା’ନ୍ତି । ଏ ପ୍ରସଙ୍ଗରେ ସେ  ଅନ୍ୟାନ୍ୟ କ୍ଷେତ୍ରମାନଙ୍କ ମଧ୍ୟରେ କମ ଖର୍ଚ୍ଚରେ ନିର୍ମାଣ, ଆଇଟି ଶିଳ୍ପ ଏବଂ ଇଲେକ୍ଟ୍ରୋନିକ ମୋବିଲିଟି ସମ୍ବନ୍ଧରେ ପ୍ରକାଶ କରିଥିଲେ ।

ଭାରତ ଓ ଜାପାନ ମଧ୍ୟରେ ଆଦାନ ପ୍ରଦାନ ହେଉଥିବା ମୂଲ୍ୟବୋଧ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ସେ କହିଲେ ଯେ ଉଭୟ ଦେଶ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ,ଦକ୍ଷିଣ ଏସିଆ ଓ ଆଫ୍ରିକା ସମେତ ବିଶ୍ୱର ଅନ୍ୟାନ୍ୟ ଭାଗରେ ଉନ୍ନତ ଓ ଶକ୍ତିଶାଳୀ ବିକାଶ ଭାଗୀଦାରୀତାକୁ ବୃଦ୍ଧି କରିବେ ।

 

 

 

 

 

Click here to read full text speech

ଦାନ
Explore More
ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି  'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ଆମକୁ ‘ଚଳେଇ ନେବା’ ମାନସିକତାକୁ ଛାଡି 'ବଦଳିପାରିବ' ମାନସିକତାକୁ ଆଣିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ
‘Salute and contribute’: PM Modi urges citizens on Armed Forces Flag Day

Media Coverage

‘Salute and contribute’: PM Modi urges citizens on Armed Forces Flag Day
...

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 8, 2019
December 08, 2019
ସେୟାର
 
Comments

PM Narendra Modi had an extensive interaction with Faculty and Researchers at the Indian Institute of Science Education and Research, Pune over various topics

Central Government approved the connectivity of three airports of Odisha under UDAN Scheme

Netizens praise Modi Govt. efforts in transforming India into New India