The Governor of Gujarat, Shri O.P. Kohli greeting the Prime Minister, Shri Narendra Modi on his birthday, in Ahmadabad, Gujarat on September 17, 2014.
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣାରେ ମୃତକଙ୍କ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେ ମଧ୍ୟ ପିଏମ୍ଏନ୍ଆରଏଫ୍ରୁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ପିଏମ୍ଓ ଏକ ଟୁଇଟ୍ କରି କହିଛି;
“ମୁମ୍ବାଇ ଠାରେ କୋଠା ଭୁଷୁଡି ଘଟଣା ଦୁଃଖ ଦେଇଛି । ଏହି ସମୟରେ ମୋର ଚିନ୍ତାଧାରା ପୀଡିତ ପରିବାର ସହିତ ରହିଛି ଏବଂ ଆହତଙ୍କ ପାଇଁ ପ୍ରାର୍ଥନା କରୁଛି । ପ୍ରତ୍ୟେକ ମୃତକଙ୍କ ନିକଟସମ୍ପର୍କୀୟଙ୍କୁ ପିଏମ୍ଏନ୍ଆରଏଫରୁ ୨ଲକ୍ଷ ଟଙ୍କା କରି ପ୍ରଦାନ କରାଯିବ । ଆହତ ମାନଙ୍କୁ ୫୦,୦୦୦ ଟଙ୍କା କରି ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।”
Pained by the building collapse in Mumbai. In this sad hour, my thoughts are with the bereaved families and prayers with the injured. An ex-gratia of Rs. 2 lakh each from PMNRF would be given to the next of kin of the deceased. The injured would be given Rs. 50,000: PM Modi
— PMO India (@PMOIndia) June 28, 2022