ରୋଜଗାର ମେଳା କାର୍ଯ୍ୟକ୍ରମରେ ଆସନ୍ତାକାଲି (ମେ ୧୬) ପ୍ରଧାନମନ୍ତ୍ରୀ ବିଭିନ୍ନ ସରକାରୀ ପଦ ଓ ପ୍ରତିଷ୍ଠାନରେ ନୂଆ କରି ନିଯୁକ୍ତି ପାଇଥିବା ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ

May 15th, 12:19 pm