ରାଷ୍ଟ୍ରର ପ୍ରଗତି ଏବଂ କଲ୍ୟାଣ ପାଇଁ ସାମୂହିକ ଶକ୍ତି ଏବଂ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ ସୁଭାଷିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ March 11th, 09:31 am