ରାଷ୍ଟ୍ରପତି ଏକ ପ୍ରେରଣାଦାୟକ ଭାଷଣ ଦେଇଛନ୍ତି,ଯେଉଁଥିରେ ସେ ଅନେକ ପ୍ରସଙ୍ଗରେ ଆଲୋକପାତ କରିଛନ୍ତି ଏବଂ ଆମ ସମ୍ବିଧାନର ମହାନତା ତଥା ରାଷ୍ଟ୍ରୀୟ ପ୍ରଗତି ପାଇଁ କାମ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି: ପ୍ରଧାନମନ୍ତ୍ରୀ January 25th, 10:09 pm