ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି, ସରକାର ସୀମାନ୍ତ ଗ୍ରାମଗୁଡିକ ପାଇଁ ଭାଇବ୍ରାଣ୍ଟ ଭିଲେଜ (ସ୍ଫୁର୍ତ୍ତିଶୀଳ ଗ୍ରାମ) କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି
August 15th, 02:42 pm