ଶ୍ରୀ ଅନ୍ନକୁ ନିଜ ଜୀବନରେ ସାମିଲ କରିବାକୁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
February 15th, 01:12 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜରୋଧା ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଥିନ କାମତଙ୍କ ଟ୍ୱିଟ ଶୃଙ୍ଖଳର ଉତ୍ତରେ ଦେଇଛନ୍ତି । ଏଥିରେ ନିଥିନ କାମତ ନିଜ ଖାଦ୍ୟରେ ମିଲେଟକୁ ସାମିଲ କରିଥିବା ନେଇ ସୂଚନା ଦେଇଛନ୍ତି ।