India - Croatia Leaders’ Statement

June 19th, 06:06 pm

PM Modi and Croatian PM Plenković had a comprehensive exchange of views on further advancing bilateral relations, India-EU strategic partnership and cooperation in multilateral fora. The two leaders welcomed the signing of MoU on Agriculture, Science and Technology, Cultural Exchanges and to establish a Hindi Chair at the University of Zagreb. Both sides condemned terrorism in all its forms.

କ୍ରୋଏସିଆ ରାଷ୍ଟ୍ରପତିଙ୍କୁ ସାକ୍ଷାତ କଲେ ଭାରତର ପ୍ରଧାନମନ୍ତ୍ରୀ

June 18th, 11:58 pm

ଜାଗ୍ରେବଠାରେ କ୍ରୋଏସିଆ ରାଷ୍ଟ୍ରପତି ଜୋରାନ ମିଲାନୋଭିକଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଦୁଇ ନେତା ଆଲୋଚନା କରିଛନ୍ତି । ଗଣତାନ୍ତ୍ରିକ ମୂଲ୍ୟବୋଧ, ଆଇନର କାର୍ଯ୍ୟକାରିତା, ଆନ୍ତର୍ଜାତିକ ଶାନ୍ତି ଓ ସ୍ଥିରତାକୁ ଆଧାର କରି ଦୁଇ ଦେଶ ଭିତରେ ସମ୍ପର୍କ ମଜଭୂତ ରହିଥିବା ଦୁଇ ନେତା କହିଛନ୍ତି । ପ୍ରତିରକ୍ଷା, ଷ୍ଟାର୍ଟଅପ, କ୍ରୀଡା, ଆବିଷ୍କାର ପରି କ୍ଷେତ୍ରରେ ପୁଞ୍ଜି ନିବେଶର ରହିଥିବା ସୁଯୋଗକୁ ଗୁରୁତ୍ୱ ଦେବାକୁ ଦୁଇ ନେତା ରାଜି ହୋଇଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଲଢେଇ ବେଳେ ଭାରତ ସହ କ୍ରୋଏସିଆ ଛିଡା ହୋଇଥିବାରୁ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ମୋଦୀ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦୁଇ ଦେଶ ଭିତରେ ରହିିଥିବା ଶତାବ୍ଦୀ ପୁରୁଣା ସମ୍ପର୍କକୁ ମନେପକାଇ ଦୁଇ ନେତା ପାରସ୍ପରିକ ବୁଝାମଣା କାଏମ ରଖିବାକୁ ସହମତି ପ୍ରକାଶ କରିଛନ୍ତି ।

PM Modi meets Prime Minister of the Republic of Croatia

June 18th, 11:40 pm

PM Modi met Croatian PM Andrej Plenković in Zagreb, marking the first-ever visit by an Indian PM to Croatia. The leaders held delegation-level talks, discussing trade, defense, science, space, cultural ties, and more, marking a historic milestone in India-Croatia relations.

କ୍ରୋଏସିଆ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ପ୍ରେସ ବିବୃତି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 18th, 09:56 pm

ଐତିହାସିକ ଏବଂ ସୁନ୍ଦର ସହର ଜାଗ୍ରେବରେ ମୋତେ ଯେଉଁ ଭବ୍ୟ ସ୍ବାଗତ, ଉତ୍ସାହ ଏବଂ ସ୍ନେହ ମିଳିଛି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ଏବଂ କ୍ରୋଏସିଆ ସରକାରଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି।

PM Modi arrives in Zagreb, Croatia

June 18th, 05:38 pm

PM Modi arrived in Zagreb, Croatia. This is the first ever visit by an Indian PM to Croatia. In a special gesture, PM Modi was warmly received by PM Andrej Plenković at the airport.