୨୭ ଅଗଷ୍ଟରେ ‘ଖେଲୋ ଇଣ୍ଡିଆ ଡାଏଲଗ୍’ରେ ଯୁବବର୍ଗଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
August 26th, 10:22 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୭ ଅଗଷ୍ଟ ପୂର୍ବାହ୍ଣ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଖେଲୋ ଇଣ୍ଡିଆ ଡାଇଲଗ୍’କୁସମ୍ବୋଧନ କରିବେ। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଭାରତର କ୍ରୀଡ଼ା ଯାତ୍ରା ସହ ଯୋଡ଼ିବା, ସେମାନଙ୍କ ଆକାଂକ୍ଷା ବାଣ୍ଟିବାର ସୁଯୋଗ ଦେବା ଏବଂ ଯୁବ ନେତୃତ୍ୱାଧୀନ ବିକଶିତ ଭାରତ ଗଠନ ପାଇଁ ସେମାନଙ୍କ ଚିନ୍ତାଧାରା ଓ ପ୍ରସ୍ତାବ ଗ୍ରହଣ କରିବା।ବିଶ୍ୱ ବର୍ତ୍ତମାନ ଭାରତୀୟ ଷ୍ଟାର୍ଟଅପ୍ ଉପରେ ନଜର ରଖିବ:ମହାକାଶ ଷ୍ଟାର୍ଟଅପ୍ ସିଇଓଙ୍କ ସହ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
August 23rd, 11:42 am
ପ୍ରଧାନମନ୍ତ୍ରୀ ମୋଦୀ ସ୍ପେସ୍ ଷ୍ଟାର୍ଟଅପ୍ ସିଇଓଙ୍କ ସହ କଥାବାର୍ତ୍ତା କରି ଏକ ନୂତନ କ୍ଷେତ୍ରରେ ପ୍ରବେଶ କରିବାରେ ସେମାନଙ୍କର ସାହସକୁ ପ୍ରଶଂସା କରିଥିଲେ। ଏହି ଆଲୋଚନାରେ ଘରୋଇ ସଂସ୍ଥାମାନଙ୍କ ପାଇଁ ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା, ଭାରତୀୟ କମ୍ପାନୀଗୁଡ଼ିକୁ ସରକାରୀ ସହାୟତା, ରୋବୋଟିକ୍ ମହାକାଶଯାନ, ବାରମ୍ବାର ରକେଟ୍ ଉତକ୍ଷେପଣ ଏବଂ ଭାରତର ପ୍ରଥମ ମହାକାଶ-ଫାର୍ମା ଷ୍ଟାର୍ଟଅପ୍ ସମେତ ଅନେକ ଆକର୍ଷଣୀୟ ବିଷୟ ଉପରେ ଆଲୋଚନା କରାଯାଇଥିଲା ।ମହାକାଶ ଷ୍ଟାର୍ଟଅପ୍ ସିଇଓଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ
August 23rd, 11:30 am
ପ୍ରଧାନମନ୍ତ୍ରୀ ମୋଦୀ ସ୍ପେସ୍ ଷ୍ଟାର୍ଟଅପ୍ ସିଇଓଙ୍କ ସହ କଥାବାର୍ତ୍ତା କରି ଏକ ନୂତନ କ୍ଷେତ୍ରରେ ପ୍ରବେଶ କରିବାରେ ସେମାନଙ୍କର ସାହସକୁ ପ୍ରଶଂସା କରିଥିଲେ। ଏହି ଆଲୋଚନାରେ ଘରୋଇ ସଂସ୍ଥାମାନଙ୍କ ପାଇଁ ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିବା, ଭାରତୀୟ କମ୍ପାନୀଗୁଡ଼ିକୁ ସରକାରୀ ସହାୟତା, ରୋବୋଟିକ୍ ମହାକାଶଯାନ, ବାରମ୍ବାର ରକେଟ୍ ଉତକ୍ଷେପଣ ଏବଂ ଭାରତର ପ୍ରଥମ ମହାକାଶ-ଫାର୍ମା ଷ୍ଟାର୍ଟଅପ୍ ସମେତ ଅନେକ ଆକର୍ଷଣୀୟ ବିଷୟ ଉପରେ ଆଲୋଚନା କରାଯାଇଥିଲା ।ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ 2026ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 21st, 09:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬କୁ ସମ୍ବୋଧିତ କରିଛନ୍ତି ।‘ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
August 21st, 08:25 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ-୨୦୨୬କୁ ସମ୍ବୋଧିତ କରିଛନ୍ତି ।ମହାକାଶ ଷ୍ଟାର୍ଟଅପର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପ୍ରତିଷ୍ଠାତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
August 21st, 02:21 pm
ପ୍ରଧାନମନ୍ତ୍ରୀ ମୋଦୀ 20ଟି ମହାକାଶ ଷ୍ଟାର୍ଟଅପ୍ ର ସିଇଓ ଏବଂ ପ୍ରତିଷ୍ଠାତାଙ୍କ ସହ ଆଲୋଚନା କରି ଭାରତର ବଢୁଥିବା ଘରୋଇ ମହାକାଶ ଇକୋସିଷ୍ଟମ୍ ଏବଂ ବିଶ୍ୱସ୍ତରୀୟ ପ୍ରତିଭା, କମ୍ପାନୀ ଏବଂ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବାର ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ । ମହାକାଶ ପ୍ରଯୁକ୍ତିର ବ୍ୟାପକ ପ୍ରୟୋଗ, ଦୃଢ଼ ଶିଳ୍ପ ସହଯୋଗ ଏବଂ ଯୁବ ମନକୁ ମହାକାଶ ପ୍ରତି ପ୍ରେରଣା ଦେବା ପାଇଁ ଅଧିକ ପ୍ରୟାସକୁ ସେ ଉତ୍ସାହିତ କରିଥିଲେ ।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ
August 20th, 09:37 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ଆବାସରେ ଭାରତ ସରକାରଙ୍କ ସଚିବମାନଙ୍କ ସହିତ ତୃତୀୟ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଛନ୍ତି । ସେ ଭିତ୍ତିଭୂମି ଓ ଯୋଗାଯୋଗ, ସୁରକ୍ଷା ଓ ବୈଦେଶିକ ବ୍ୟାପାର ଏବଂ ଶାସନ ସହ ଜଡିତ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଛନ୍ତି ।Key highlights of Prime Minister Shri Narendra Modi’s address from the ramparts of the Red Fort on the occasion of the 80th Independence Day
August 15th, 04:44 pm
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.ପରିବର୍ତ୍ତନର ୧୨ ବର୍ଷ: ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ପ୍ରଗତିକୁ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
August 15th, 01:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଗତ ୧୨ ବର୍ଷ ମଧ୍ୟରେ ଭାରତର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଉତ୍ପାଦନ, ଡିଜିଟାଲ୍ ଭିତ୍ତିଭୂମି, ମୌଳିକ ସୁବିଧା, ଶକ୍ତି ସୁରକ୍ଷା, ଯୁବ ସଶକ୍ତିକରଣ, ନବସୃଜନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ହୋଇଥିବା ପ୍ରଗତିର ରୂପରେଖ ପ୍ରସ୍ତୁତ କରିଥିଲେ।ଗୋଟିଏ ବର୍ଷରେ ୧ କୋଟି ଯୁବକଯୁବତୀଙ୍କ ପାଇଁ ଏଆଇ ଦକ୍ଷତା ତାଲିମ ଘୋଷଣା କଲେ ପ୍ରଧାନମନ୍ତ୍ରୀ
August 15th, 01:01 pm
୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତ୍ରିମ ବୁଦ୍ଧିମତ୍ତା, ଶିକ୍ଷା, କ୍ରୀଡା, ନାଗରିକ ପ୍ରତିରକ୍ଷା, ସେମିକଣ୍ଡକ୍ଟର ଉତ୍ପାଦନ, ପରମାଣୁ ଶକ୍ତି ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ନେଇ ଅନେକ ପଦକ୍ଷେପ ଏବଂ ଲକ୍ଷ୍ୟ ଘୋଷଣା କରିଥିଲେ।୮୦ତମ ସ୍ବାଧୀନତା ଦିବସ ଅଭିଭାଷଣରେ ‘ବିକଶିତ ଭାରତ’ ଦିଗରେ ନୂଆ ଉଚ୍ଚତା ଛୁଇଁବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ
August 15th, 12:51 pm
ଲାଲ୍କିଲ୍ଲା ଉପରୁ ନିଜର ୮୦ତମ ସ୍ବାଧୀନତା ଦିବସ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଗଠନର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ଦୃଢ଼ ଆହ୍ବାନ ଦେଇଛନ୍ତି। ଦେଶର କାର୍ଯ୍ୟସଂସ୍କୃତି, ଚିନ୍ତାଧାରା ଏବଂ ଲକ୍ଷ୍ୟର ପରିସରରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ ନାଗରିକ, ସରକାର, ଉଦ୍ୟୋଗ ଜଗତ, କୃଷକ, ଯୁବବର୍ଗ ଏବଂ ସମାଜର ଅନ୍ୟାନ୍ୟ ବର୍ଗର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।ଭାରତର ସି ଡ଼ବ୍ଲୁ ଜି ଚାମ୍ପିଅନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାଳାପ
August 10th, 10:00 am
ବାସଭବନରେ ଜାତୀୟ କ୍ରୀଡ଼ାବିତ୍ମାନଙ୍କୁ ସ୍ୱାଗତ କରିବା ତାଙ୍କର ୧୨ ରୁ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ନିୟମିତ ଏବଂ ପ୍ରିୟ ପରମ୍ପରା ହୋଇରହିଛି। ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଦେଶ ପାଇଁ କ୍ରମାଗତ ବିଜୟ ହାସଲ କରିବାରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ନିଷ୍ଠାପର ପ୍ରଚେଷ୍ଟା ଏବଂ ନିରନ୍ତର ସଫଳତା ସ୍କୁଲର କୋମଳମତି ଛାତ୍ରଛାତ୍ରୀଙ୍କୁ କୌଣସି ସାଧାରଣ ପ୍ରଚାରମୂଳକ ଉପଦେଶ ତୁଳନାରେ ଅଧିକ ପ୍ରେରଣା ଯୋଗାଏ। ଶ୍ରୀ ମୋଦୀ କହିଛନ୍ତି, ଆମେ ସ୍କୁଲକୁ ଯାଇ ଯେତେ କହିଲେ ବି ତାହା ଅପେକ୍ଷା ଆପଣଙ୍କ ପଦକ ସେମାନଙ୍କୁ ଅଧିକ ପ୍ରେରିତ କରିଥାଏ।”ରାଜ୍ୟଗୋଷ୍ଠୀ କ୍ରୀଡା ବିଜେତାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 10th, 09:30 am
ବାସଭବନରେ ଜାତୀୟ କ୍ରୀଡ଼ାବିତ୍ମାନଙ୍କୁ ସ୍ୱାଗତ କରିବା ତାଙ୍କର ୧୨ ରୁ ୧୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଏକ ନିୟମିତ ଏବଂ ପ୍ରିୟ ପରମ୍ପରା ହୋଇରହିଛି। ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି ଯେ, ଦେଶ ପାଇଁ କ୍ରମାଗତ ବିଜୟ ହାସଲ କରିବାରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କର ନିଷ୍ଠାପର ପ୍ରଚେଷ୍ଟା ଏବଂ ନିରନ୍ତର ସଫଳତା ସ୍କୁଲର କୋମଳମତି ଛାତ୍ରଛାତ୍ରୀଙ୍କୁ କୌଣସି ସାଧାରଣ ପ୍ରଚାରମୂଳକ ଉପଦେଶ ତୁଳନାରେ ଅଧିକ ପ୍ରେରଣା ଯୋଗାଏ। ଶ୍ରୀ ମୋଦୀ କହିଛନ୍ତି, ଆମେ ସ୍କୁଲକୁ ଯାଇ ଯେତେ କହିଲେ ବି ତାହା ଅପେକ୍ଷା ଆପଣଙ୍କ ପଦକ ସେମାନଙ୍କୁ ଅଧିକ ପ୍ରେରିତ କରିଥାଏ।”ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 08th, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ଏହି ଉତ୍ସବର ଗଭୀର ଭାବନାତ୍ମକ ମହତ୍ତ୍ବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କ୍ୟାମ୍ପସର ଜୀବନ୍ତ ଓ ସ୍ୱପ୍ନଭରା ପରିବେଶକୁ ମନେ ପକାଇଥିଲେ। କୋଭିଡ୍ ମହାମାରୀ ସମୟରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିବା କଥା ସ୍ମରଣ କରି, ଗ୍ରାଜୁଏଟ୍ ହେଉଥିବା ଛାତ୍ରଛାତ୍ରୀଙ୍କ ଗହଣରେ ଶାରୀରିକ ଭାବେ ଉପସ୍ଥିତ ରହିବା ନେଇ ସେ ଆତ୍ମସନ୍ତୋଷ ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜି ଏହି କ୍ୟାମ୍ପସରେ ଆପଣମାନଙ୍କ ସହ ଏହି ଅତୁଳନୀୟ ଅନୁଭୂତି ବାଣ୍ଟିବା ମୋ ପାଇଁ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର।”ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 08th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିଛନ୍ତି। ଏହି ଉତ୍ସବର ଗଭୀର ଭାବନାତ୍ମକ ମହତ୍ତ୍ବ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କ୍ୟାମ୍ପସର ଜୀବନ୍ତ ଓ ସ୍ୱପ୍ନଭରା ପରିବେଶକୁ ମନେ ପକାଇଥିଲେ। କୋଭିଡ୍ ମହାମାରୀ ସମୟରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇଥିବା କଥା ସ୍ମରଣ କରି, ଗ୍ରାଜୁଏଟ୍ ହେଉଥିବା ଛାତ୍ରଛାତ୍ରୀଙ୍କ ଗହଣରେ ଶାରୀରିକ ଭାବେ ଉପସ୍ଥିତ ରହିବା ନେଇ ସେ ଆତ୍ମସନ୍ତୋଷ ବ୍ୟକ୍ତ କରିଥିଲେ। ଶ୍ରୀ ମୋଦୀ କହିଥିଲେ, ଆଜି ଏହି କ୍ୟାମ୍ପସରେ ଆପଣମାନଙ୍କ ସହ ଏହି ଅତୁଳନୀୟ ଅନୁଭୂତି ବାଣ୍ଟିବା ମୋ ପାଇଁ ମଧ୍ୟ ଅତ୍ୟନ୍ତ ସ୍ୱତନ୍ତ୍ର।”ଭାରତର ଯୁବପିଢ଼ିଙ୍କ ପ୍ରୟାସ ଏବଂ ସମର୍ପଣକୁ ପ୍ରଶଂସା କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
August 04th, 11:25 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଯୁବକମାନଙ୍କ ପ୍ରୟାସ ଏବଂ ସମର୍ପଣକୁ ପ୍ରଶଂସା କରି ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି –ନିଶା ବିରୋଧରେ ଲଢ଼େଇରେ ସରକାର ଯୁବପିଢ଼ିଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି: ପ୍ରଧାନମନ୍ତ୍ରୀ ମୋଦୀ
August 02nd, 11:25 am
ପ୍ରଧାନମନ୍ତ୍ରୀ ମୋଦୀ ଭିସି ମାଧ୍ୟମରେ 'ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶା ମୁକ୍ତ ଯୁବ'ର ଶୁଭାରମ୍ଭ ସମୟରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ, ସେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବପିଢ଼ିଙ୍କୁ ନିଶାର ମାରାତ୍ମକ ବିପଦରୁ ଦୂରେଇ ରହିବାକୁ ଉତ୍ସାହିତ କରିବା ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କୁ ଭାରତର ଅମୃତ ପିଢ଼ି ବୋଲି କହି, ସେ ନିଶା ଅପବ୍ୟବହାରର କ୍ଷତିକାରକ ପ୍ରଭାବ ବିଷୟରେ ବ୍ୟାଖ୍ୟା କରିଥିଲେ ଏବଂ ଯୁବପିଢ଼ିଙ୍କୁ ଏହି ଫାଶରୁ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଆଜି ନିଆଯାଇଥିବା ପ୍ରତିଶ୍ରୁତି ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।‘ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ ସଂକଳ୍ପ ଅଭିଯାନ' ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
August 02nd, 11:00 am
ପ୍ରଧାନମନ୍ତ୍ରୀ ମୋଦୀ ଭିସି ମାଧ୍ୟମରେ 'ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶା ମୁକ୍ତ ଯୁବ'ର ଶୁଭାରମ୍ଭ ସମୟରେ ଏକ ସମାବେଶକୁ ସମ୍ବୋଧିତ କରିଥିଲେ। ତାଙ୍କ ଅଭିଭାଷଣରେ, ସେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଯୁବପିଢ଼ିଙ୍କୁ ନିଶାର ମାରାତ୍ମକ ବିପଦରୁ ଦୂରେଇ ରହିବାକୁ ଉତ୍ସାହିତ କରିବା ଅଭିଯାନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଯୁବପିଢ଼ିଙ୍କୁ ଭାରତର ଅମୃତ ପିଢ଼ି ବୋଲି କହି, ସେ ନିଶା ଅପବ୍ୟବହାରର କ୍ଷତିକାରକ ପ୍ରଭାବ ବିଷୟରେ ବ୍ୟାଖ୍ୟା କରିଥିଲେ ଏବଂ ଯୁବପିଢ଼ିଙ୍କୁ ଏହି ଫାଶରୁ ରକ୍ଷା କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ଆଶା ପ୍ରକାଶ କରିଥିଲେ ଯେ ଆଜି ନିଆଯାଇଥିବା ପ୍ରତିଶ୍ରୁତି ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ।ଅଗଷ୍ଟ ୨ ରେ ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
August 01st, 04:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨ ଅଗଷ୍ଟ ୨୦୨୬ ସକାଳ ୧୧ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନଶାମୁକ୍ତ ଯୁବ’ କାର୍ଯ୍ୟକ୍ରମ ଆରମ୍ଭ କରିବେ। ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର ଅପବ୍ୟବହାର ଠାରୁ ଦୂରେଇ ରହିବାକୁ ଏବଂ ସେମାନଙ୍କୁ ସକାରାତ୍ମକ ସାମାଜିକ ପରିବର୍ତ୍ତନର ଦୂତ ହେବାକୁ ଉତ୍ସାହିତ କରିବା।ଆନ୍ଧ୍ର ପ୍ରଦେଶ ଏକ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ହେବାର ସମ୍ଭାବନା ରଖିଛି: ପ୍ରଧାନମନ୍ତ୍ରୀ ମୋଦୀ
August 01st, 11:45 am
ପ୍ରଧାନମନ୍ତ୍ରୀ ମୋଦୀ ଆନ୍ଧ୍ର ପ୍ରଦେଶରେ ପାଖାପାଖି 18,000 କୋଟି ଟଙ୍କାର ବିକାଶ ପ୍ରକଳ୍ପ ଆରମ୍ଭ ଏବଂ ସମର୍ପିତ କରିଥିଲେ, ଯାହା ଦ୍ୱାରା ରାଜ୍ୟ ବିକଶିତ ଭାରତର ଅଭିବୃଦ୍ଧି ଇଞ୍ଜିନ ଭାବରେ ଉଦିତ ହୋଇଛି। ବିଶ୍ୱସ୍ତରୀୟ ସଂଯୋଗ ଏବଂ ଲଜିଷ୍ଟିକ୍ସ ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ଏଆଇ, ସବୁଜ ଶକ୍ତି ଏବଂ ଉତ୍ପାଦନ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ ମୋଦୀ ନିଯୁକ୍ତି ସୃଷ୍ଟି, ନିବେଶ ଆକର୍ଷିତ କରିବା ଏବଂ ଆନ୍ଧ୍ର ପ୍ରଦେଶର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଦୃଷ୍ଟିକୋଣକୁ ରୂପରେଖା ଦେଇଥିଲେ।