ପ୍ରଫେସର ଯଶ ପାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
July 25th, 01:33 pm
ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ତଥା ଶିକ୍ଷାବିତ ପ୍ରଫେସର ଯଶ ପାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । “ପ୍ରଫେସର ଯଶ ପାଲଙ୍କ ଦେହାନ୍ତ ଏକ ଦୁଃଖଦ ଘଟଣା । ଆମେ ଏକ ବିଶିଷ୍ଟ ବୈଜ୍ଞାନିକ ତଥା ଶିକ୍ଷାବିତ ଯିଏକି ଭାରତୀୟ ଶିକ୍ଷା କ୍ଷେତ୍ରକୁ ବହୁଳ ଭାବେ ଅବଦାନ ଦେଇଥିବା ବ୍ୟକ୍ତିଙ୍କୁ ହରାଇଛେ ।