ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଚୀନର ଷ୍ଟେଟ କାଉନ୍ସିଲର ମିଷ୍ଟର ୟାଂ ଜିଏଚୀ

December 22nd, 06:52 pm

ଚୀନର ଷ୍ଟେଟ କାଉନ୍ସିଲର ଏବଂ ସୀମା ପ୍ରସଙ୍ଗର ଆଲୋଚନା ପାଇଁ ନିଯୁକ୍ତ ସ୍ଵତନ୍ତ୍ର ପ୍ରତିନିଧି ମିଷ୍ଟର ୟାଂ ଜିଏଚୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।