PM reaffirms commitment to furthering research and innovation ecosystems for the benefit of India’s youth
June 19th, 01:57 pm
Prime Minister Shri Narendra Modi today welcomed the QS World University Rankings 2026 as a testament to India’s growing stature in global education and research. He reaffirmed the government’s commitment to furthering research and innovation ecosystems for the benefit of India’s youth.ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
June 07th, 08:51 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ପରିବର୍ତ୍ତନ ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ସେ ମଧ୍ୟ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ରାଙ୍କିଙ୍ଗରେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକର ପ୍ରଦର୍ଶନରେ ଉନ୍ନତି ପାଇଁ ଖୁସି ବ୍ୟକ୍ତ କରିଛନ୍ତି।