‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ଟିଏମପିକେ ଦ୍ୱାରା ଆୟୋଜିତ ଏକ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
April 24th, 11:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ତାକାମ ମିସିଂ ପୋରିନ କେବାଙ୍ଗ (ଟିଏମପିକେ) ଦ୍ୱାରା ଆୟୋଜିତ ଏକ ଲକ୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।