ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଅସାଧାରଣ ଏବଂ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

November 24th, 12:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଅସାଧାରଣ ଏବଂ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ୪୮ କି.ଗ୍ରା. ଓଜନ ବର୍ଗରେ ସ୍ୱର୍ଣ୍ଣଜୟୀ ମିନାକ୍ଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 14th, 07:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲିଭରପୁଲରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ୪୮ କିଲୋଗ୍ରାମ ଓଜନ ବର୍ଗରେ ଅସାଧାରଣ ବିଜୟ ପାଇଁ ଭାରତୀୟ ବକ୍ସର ମିନାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

୨୦୨୫ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣଜୟୀ ଜାସ୍ମିନ ଲମ୍ବୋରିୟାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

September 14th, 07:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ବକ୍ସର ଜାସ୍ମିନ ଲମ୍ବୋରିୟାଙ୍କୁ ବିଶ୍ୱ ବକ୍ସିଂ ଚାମ୍ପିଅନସିପ ୨୦୨୫ରେ ୫୭ କିଲୋଗ୍ରାମ ଓଜନ ବର୍ଗରେ ଉଲ୍ଲେଖନୀୟ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।