ରୋକ୍ଲାରେ ବିଶ୍ୱ ତୀରନ୍ଦାଜୀ ଯୁବ ଚାମ୍ପିୟନସିପରେ ପଦକ ଜିତିଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 15th, 10:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରୋକ୍ଲାଠାରେ ହୋଇଥିବା ବିଶ୍ୱ ତୀରନ୍ଦାଜୀ ଯୁବ ପ୍ରତିଯୋଗିତାରେ ୮ଟି ସ୍ୱର୍ଣ୍ଣ ସହିତ ୧୫ଟି ପଦକ ଜିତିବା ପରେ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।