କବାଡ଼ି ବିଶ୍ୱକପ୍-୨୦୨୫ର ବିଜେତା ଭାରତୀୟ ମହିଳା ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

November 24th, 08:11 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କବାଡ଼ି ବିଶ୍ୱକପ୍ - ୨୦୨୫ରେ ଅଭୂତପୂର୍ବ ବିଜୟ ପାଇଁ ଭାରତୀୟ ମହିଳା କବାଡ଼ି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।