ମନର କଥା (୧୩୭ତମ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କୀ ବାତ୍’
August 30th, 11:30 am
ମନର କଥା (୧୩୭ତମ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କୀ ବାତ୍’Key highlights of Prime Minister Shri Narendra Modi’s address from the ramparts of the Red Fort on the occasion of the 80th Independence Day
August 15th, 04:44 pm
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.ପରିବର୍ତ୍ତନର ୧୨ ବର୍ଷ: ସ୍ୱାଧୀନତା ଦିବସ ଅଭିଭାଷଣରେ ଭାରତର ପ୍ରଗତିକୁ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ
August 15th, 01:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଗତ ୧୨ ବର୍ଷ ମଧ୍ୟରେ ଭାରତର ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଏହା ସହିତ ଉତ୍ପାଦନ, ଡିଜିଟାଲ୍ ଭିତ୍ତିଭୂମି, ମୌଳିକ ସୁବିଧା, ଶକ୍ତି ସୁରକ୍ଷା, ଯୁବ ସଶକ୍ତିକରଣ, ନବସୃଜନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ହୋଇଥିବା ପ୍ରଗତିର ରୂପରେଖ ପ୍ରସ୍ତୁତ କରିଥିଲେ।ଗୋଟିଏ ବର୍ଷରେ ୧ କୋଟି ଯୁବକଯୁବତୀଙ୍କ ପାଇଁ ଏଆଇ ଦକ୍ଷତା ତାଲିମ ଘୋଷଣା କଲେ ପ୍ରଧାନମନ୍ତ୍ରୀ
August 15th, 01:01 pm
୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୃତ୍ରିମ ବୁଦ୍ଧିମତ୍ତା, ଶିକ୍ଷା, କ୍ରୀଡା, ନାଗରିକ ପ୍ରତିରକ୍ଷା, ସେମିକଣ୍ଡକ୍ଟର ଉତ୍ପାଦନ, ପରମାଣୁ ଶକ୍ତି ଏବଂ ମହିଳା ନେତୃତ୍ୱାଧୀନ ବିକାଶକୁ ନେଇ ଅନେକ ପଦକ୍ଷେପ ଏବଂ ଲକ୍ଷ୍ୟ ଘୋଷଣା କରିଥିଲେ।୮୦ତମ ସ୍ବାଧୀନତା ଦିବସ ଅଭିଭାଷଣରେ ‘ବିକଶିତ ଭାରତ’ ଦିଗରେ ନୂଆ ଉଚ୍ଚତା ଛୁଇଁବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ
August 15th, 12:51 pm
ଲାଲ୍କିଲ୍ଲା ଉପରୁ ନିଜର ୮୦ତମ ସ୍ବାଧୀନତା ଦିବସ ଅଭିଭାଷଣରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଗଠନର ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ଏକ ଦୃଢ଼ ଆହ୍ବାନ ଦେଇଛନ୍ତି। ଦେଶର କାର୍ଯ୍ୟସଂସ୍କୃତି, ଚିନ୍ତାଧାରା ଏବଂ ଲକ୍ଷ୍ୟର ପରିସରରେ ପରିବର୍ତ୍ତନ ଆଣିବାକୁ ଆହ୍ବାନ ଦେଇ ପ୍ରଧାନମନ୍ତ୍ରୀ ନାଗରିକ, ସରକାର, ଉଦ୍ୟୋଗ ଜଗତ, କୃଷକ, ଯୁବବର୍ଗ ଏବଂ ସମାଜର ଅନ୍ୟାନ୍ୟ ବର୍ଗର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି।ଲାଲକିଲ୍ଲାର ପ୍ରାଚୀରରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 15th, 07:00 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।PM Modi addresses the nation from the ramparts of Red Fort on the occasion of 80th Independence Day
August 15th, 06:50 am
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.80ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ
August 15th, 06:45 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।Prime Minister congratulates Unnati Sharma on winning Bronze in Women’s 63 kg Judo
August 02nd, 12:07 pm
The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.ମହିଳା ୭୫ କେଜି ବକ୍ସିଂରେ ରୌପ୍ୟ ପଦକ ଜିତିଥିବାରୁ ଲଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:59 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ମହିଳା ୭୫ କେଜି ବକ୍ସିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାରୁ ଲଭଲିନା ବୋର୍ଗୋହେନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୭୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:57 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୭୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଅରୁନ୍ଧତୀ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୬୦ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରିୟା ଘଙ୍ଗାସଙ୍କୁ ଅଭିନନ୍ଦନ ପ୍ରଧାନମନ୍ତ୍ରୀ
August 02nd, 12:56 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬ ରେ ମହିଳା ୬୦ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରିୟା ଘଙ୍ଗାସଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୫୧ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:54 am
ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୧ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସାକ୍ଷୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ମହିଳା ୫୭ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ଯସ୍ମିନ୍ ଲାମ୍ବୋରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:45 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସଗୋରେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୭ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଯସ୍ମିନ୍ ଲାମ୍ବୋରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି।୨୦୨୬ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୪ କେଜି ବକ୍ସିଂରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
August 02nd, 12:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ରାଜ୍ୟଗୋଷ୍ଠୀ କ୍ରୀଡାରେ ମହିଳା ୫୪ କେଜି ବକ୍ସିଂ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ପ୍ରୀତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ବିବେକା ସ୍ମାରକ ଆମକୁ ଏକ ଉଚ୍ଚ ଉଦ୍ଦେଶ୍ୟ ପାଇଁ ନିଜକୁ ସମର୍ପିତ କରିବାକୁ ପ୍ରେରଣା ଦିଏ : କର୍ଣ୍ଣାଟକର ମୈସୁରୁରେ ପ୍ରଧାନମନ୍ତ୍ରୀ ମୋଦୀ
August 01st, 04:53 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକର ମୈସୁରୁରେ ବିବେକା ସ୍ମାରକ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ବୋଧନ କରି , ସେ ଦେଶର ସ୍ୱଚ୍ଛ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଏହାର ସ୍ଥିର ସ୍ଥାନ ପାଇଁ ସହରକୁ ପ୍ରଶଂସା କରିଛନ୍ତି। ସେ ଯୁବପିଢ଼ିଙ୍କୁ ଦେଶକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱ ସ୍ତରରେ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପିଢ଼ିକୁ ସ୍ୱାମୀ ବିବେକାନନ୍ଦଙ୍କ ଦେଶ ପାଇଁ ମହାନ ଦୃଷ୍ଟିକୋଣକୁ ସାକାର କରିବାର ଚୂଡ଼ାନ୍ତ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକର ମୈସୁରୁରେ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ ଯୁବ କେନ୍ଦ୍ର - ବିବେକା ସ୍ମାରକ ଉଦଘାଟନ କରିଛନ୍ତି
August 01st, 04:00 pm
ପ୍ରଧାନମନ୍ତ୍ରୀ ମୋଦୀ ଆଜି କର୍ଣ୍ଣାଟକର ମୈସୁରୁରେ ବିବେକା ସ୍ମାରକ ଉଦଘାଟନ କରିଛନ୍ତି। ଏହି ଅବସରରେ ସମ୍ବୋଧନ କରି , ସେ ଦେଶର ସ୍ୱଚ୍ଛ ସହରାଞ୍ଚଳ କେନ୍ଦ୍ର ମଧ୍ୟରେ ଏହାର ସ୍ଥିର ସ୍ଥାନ ପାଇଁ ସହରକୁ ପ୍ରଶଂସା କରିଛନ୍ତି। ସେ ଯୁବପିଢ଼ିଙ୍କୁ ଦେଶକୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଏବଂ ବିଶ୍ୱ ସ୍ତରରେ ଦ୍ୱିତୀୟ ବୃହତ୍ତମ ମୋବାଇଲ୍ ଉତ୍ପାଦନ କ୍ଷମତା ହାସଲ କରିବା ପାଇଁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପିଢ଼ିକୁ ସ୍ୱାମୀ ବିବେକାନନ୍ଦଙ୍କ ଦେଶ ପାଇଁ ମହାନ ଦୃଷ୍ଟିକୋଣକୁ ସାକାର କରିବାର ଚୂଡ଼ାନ୍ତ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି।Prime Minister congratulates Asmita Dey on winning Gold in Women’s 48 kg Judo at Commonwealth Games 2026
July 31st, 11:44 pm
The Prime Minister, Shri Narendra Modi, has congratulated Asmita Dey on winning the Gold medal in the Women’s 48 kg Judo Final at the Glasgow Commonwealth Games 2026.Cabinet approves revamped Khelo India Scheme and enhanced Assistance to National Sports Federations (ANSFs)
July 31st, 04:15 pm
The Union Cabinet chaired by PM Modi has approved an expanded Khelo India Scheme and enhanced Assistance to National Sports Federations (ANSFs) with a combined outlay of Rs.36,441 crore for the period 2026-27 to 2030-31. Aligned with the vision of Khelo Bharat Niti 2025 and the NEP 2020, the scheme integrates sports with education, fitness, technology and high-performance training.ସମାବେଶୀ ବିକାଶ ଏବଂ ରାଷ୍ଟ୍ର ନିର୍ମାଣର ଗୁରୁତ୍ୱ ଉପରେ ଆଲୋକପାତ କରି ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
July 13th, 08:32 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଯେତେବେଳେ ସାମଗ୍ରିକ ବିକାଶ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ସୁନିଶ୍ଚିତ କରିଥାଏ, ସେତେବେଳେ ଏହା ରାଷ୍ଟ୍ରର ପ୍ରଗତିକୁ ନୂତନ ଗତି ଦେଇଥାଏ। ସେ ଉଲ୍ଲେଖ କରିଥିଲେ ଯେ ଏହି ପ୍ରେରଣାଦାୟୀ ଭାବନା ସହିତ ହିଁ ଦେଶ ଭାରତର ସାମର୍ଥ୍ୟକୁ ଆହୁରି ସୁଦୃଢ଼ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି।