Prime Minister congratulates Harjinder Kaur on winning Silver in Women’s 69 kg event at Commonwealth Games 2026
July 29th, 07:34 pm
The Prime Minister, Shri Narendra Modi, has congratulated Harjinder Kaur on winning the Silver medal in the Women’s 69 kg weightlifting event at the Commonwealth Games 2026 in Glasgow.Prime Minister congratulates Valluri Ajaya Babu on winning Silver at Commonwealth Games 2026
July 28th, 02:07 pm
The Prime Minister, Shri Narendra Modi, has congratulated Valluri Ajaya Babu on winning the Silver medal in the Men’s 79 kg weightlifting event at the Glasgow Commonwealth Games 2026.Prime Minister congratulates Weightlifter, Bindyarani Devi Sorokhaibam on winning Bronze at Commonwealth Games 2026
July 28th, 07:50 am
The Prime Minister, Shri Narendra Modi, has congratulated Weightlifter, Bindyarani Devi Sorokhaibam on winning the Bronze medal in the women’s 58 kg weightlifting event at the Commonwealth Games 2026.Prime Minister congratulates Gyaneshwari Yadav on winning Silver Medal in Weightlifting at the Commonwealth Games Glasgow 2026
July 27th, 08:17 pm
Prime Minister Shri Narendra Modi today congratulated Gyaneshwari Yadav on winning the Silver Medal in Weightlifting at the Commonwealth Games Glasgow 2026.Prime Minister Congratulates Raja Muthupandi on winning Silver in Weightlifting at the Glasgow Commonwealth Games
July 27th, 01:59 pm
Prime Minister Shri Narendra Modi today highlighted another medal for India in Weightlifting. He congratulated Raja Muthupandi on winning a Silver in the Men’s 65 kg event at the Glasgow Commonwealth Games.୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
July 26th, 09:40 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡାରେ ୪୮ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ରୌପ୍ୟ ପଦକ ବିଜୟୀ ଭାରତୀୟ ଭାରୋତ୍ତୋଳନକାରୀ ଋଷିକାନ୍ତ ସିଂହ ଚନମବାମଙ୍କୁ ନେଇ ଗର୍ବ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
July 26th, 08:49 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୌପ୍ୟ ପଦକ ଜିତିବା ଏବଂ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଭାରୋତ୍ତୋଳନକାରୀ ଋଷିକାନ୍ତ ସିଂହ ଚନମବାମଙ୍କ ପ୍ରତି ଗର୍ବ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ତାଙ୍କର ଦୃଢ଼ ସଂକଳ୍ପ ଏବଂ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ପାଇଁ ଅପାର ଆନନ୍ଦ ଆଣିଛି।Our athletes can achieve anything if they are helped with a scientific approach: PM Modi
February 19th, 08:42 pm
The Prime Minister, Shri Narendra Modi, today addressed Khelo India University Games being held across the seven states in the Northeast via a video message. PM Modi noted the mascot of the Khelo India University Games, i.e. Ashtalakshmi in the shape of a butterfly. PM who often calls the Northeast states Ashtalakshi said “making a butterfly the mascot in these games also symbolizes how the aspirations of the North East are getting new wings.”ଉତ୍ତରପୂର୍ବ ରାଜ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ
February 19th, 06:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଉତ୍ତର-ପୂର୍ବର ସାତଟି ରାଜ୍ୟରେ ଆୟୋଜିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାକୁ ସମ୍ବୋଧିତ କରିଛନ୍ତି । ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ମାସ୍କଟ ଅର୍ଥାତ୍ ପ୍ରଜାପତି ଆକାରରେ 'ଅଷ୍ଟଲକ୍ଷ୍ମୀ' ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରିଥିଲେ। ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକୁ ପ୍ରାୟତଃ 'ଅଷ୍ଟଲକ୍ଷ୍ମୀ' କହୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଖେଳଗୁଡ଼ିକରେ ମାସ୍କଟ୍ ତିଆରି କରିବା ମଧ୍ୟ ଉତ୍ତର-ପୂର୍ବର ଆକାଂକ୍ଷାକୁ କିପରି ନୂତନ ପ୍ରୋତ୍ସାହନ ମିଳୁଛି ତାହାର ପ୍ରତୀକ।ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ଗଣତନ୍ତ୍ରକୁ ଦମନ କରିବା ପାଇଁ ଉଦ୍ୟମ କରାଯାଇଥିଲା : ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ
June 26th, 11:30 am
ମନ୍ କୀ ବାତ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଜରୁରୀକାଳୀନ ପରିସ୍ଥିତିର ଅନ୍ଧକାର ଦିନକୁ ମନେ ପକାଇଥିଲେ । ସେ କହିଥିଲେ ଯେ ଅତ୍ୟାଚାର ସତ୍ତ୍ୱେ ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ଆଦୌ ଦୋହଲି ପାରିଲା ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ବୃଦ୍ଧି, କ୍ରୀଡା, ଭାରତର ପରମ୍ପରା ଏବଂ ସଂସ୍କୃତି ଭଳି ଅନ୍ୟାନ୍ୟ ବିଷୟ ଉପରେ କହିଥିଲେ । ସ୍ୱଚ୍ଛତା ଏବଂ ଜଳ ସଂରକ୍ଷଣ ଦିଗରେ ନାଗରିକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ ।ମଣିପୁରରେ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
January 04th, 09:45 am
କାର୍ଯ୍ୟକ୍ରମରେ ଉପସ୍ଥିତ ମଣିପୁରର ରାଜ୍ୟପାଳ ଲା. ଗଣେଶନ ମହୋଦୟ, ମୁଖ୍ୟମନ୍ତ୍ରୀ ଶ୍ରୀ ଏନ. ବିରେନ ସିଂହ ମହାଶୟ, ଉପ-ମୁଖ୍ୟମନ୍ତ୍ରୀ ୱାୟ. ଜୋୟ କୁମାର ସିଂହ ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଭୁପେନ୍ଦ୍ର ଯାଦବ ମହାଶୟ, ରାଜକୁମାର ରଂଜନ ସିଂହ ମହାଶୟ, ମଣିପୁର ସରକାରଙ୍କ ମନ୍ତ୍ରୀ ବିଶ୍ୱଜିତ ସିଂହ ମହାଶୟ, ଲୋସି ଦିଖୋ ମହାଶୟ, ଲେତ୍ପାଓ ହାଓକିପ ମହାଶୟ, ଅବାଙ୍ଗବାଓ ନ୍ୟୁମାଈ ମହାଶୟ, ଏସ. ରାଜେନ ସିଂହ ମହାଶୟ, ବୁଙ୍ଗଜାଗିନ ୱାଲେ ମହାଶୟ, ସତ୍ୟବ୍ରତେ ସିଂହ ମହାଶୟ, ଔ ଲୁଖୋଈ ସିଂହ ମହାଶୟ, ସଂସଦରେ ମୋର ସହଯୋଗୀଗଣ, ବିଧାୟକଗଣ, ଅନ୍ୟ ଜନ-ପ୍ରତିନିଧିଗଣ, ଏବଂ ମଣିପୁରର ମୋର ପ୍ରିୟ ଭାଇ ଓ ଭଉଣୀମାନେ! ଖୁରୁମଜରୀ!ମଣିପୁରର ଇମ୍ପାଲଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
January 04th, 09:44 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୪.୦୧.୨୦୨୨) ୧୮୫୦ କୋଟି ଟଙ୍କାର ୧୩ଟି ପ୍ରକଳ୍ପ ଉଦ୍ଘାଟନ କରିଥିବାବେଳେ, ୨ହଜାର ୯୫୦କୋଟି ଟଙ୍କାର ନଅଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।ଏହି ଉନ୍ନୟନ ପ୍ରକଳ୍ପଗୁଡିକ ମଧ୍ୟରେ ସଡକ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ସହରାଂଚଳ ଉନ୍ନୟନ, ପୂୂର୍ତ୍ତ, ସୂଚନା ପ୍ରଯୁକ୍ତି ବିଦ୍ୟା, କୌଶଳ ବିକାଶ, କଳା ଓ ସଂସ୍କୃତି ଅନ୍ତର୍ଭୁକ୍ତ ।ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
April 08th, 11:14 am
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।ପୁରୁଷ 77 କିଲୋଗ୍ରାମ ଭାରୋତ୍ତୋଳନ ବର୍ଗରେ ସ୍ୱର୍ଣ୍ଣ ବିଜୟୀ ସତୀଶ କୁମାର ଶିବଲିଙ୍ଗମଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
April 07th, 04:36 pm
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରୋତ୍ତୋଳନକାରୀ ସତୀଶ କୁମାର ଶିବଲିଙ୍ଗମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।