ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫୧ତମ ପ୍ରଗତି ବୈଠକ
May 27th, 10:01 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସେବାତୀର୍ଥରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପ୍ରୟାସକୁ ସୁଗମ ଭାବରେ ସମନ୍ୱିତ କରି ସକ୍ରିୟ ପ୍ରଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନକୁ ପ୍ରୋତ୍ସାହିତ କରିବା ପାଇଁ ଆଇସିଟି-ସକ୍ଷମ, ବହୁମୁଖୀ-ମୋଡାଲ ପ୍ଲାଟଫର୍ମ ପ୍ରଗତିର ୫୧ତମ ବୈଠକର ଅଧ୍ୟକ୍ଷତା କରିଥିଲେ ।India-ROK Comprehensive Framework for Partnership in Shipbuilding, Shipping and Maritime Logistics
April 20th, 10:51 pm
PM Modi and President Lee Jae Myung of the Republic of Korea held productive and in-depth exchange of views on mutually beneficial cooperation in shipbuilding, shipping and maritime logistics. Both sides agreed that India’s maritime ambitions under Maritime Amrit Kaal 2047 Vision have created considerable opportunities for long-term collaboration with the ROK.The teacher recruitment scam has destroyed thousands of families’ dreams: PM Modi in Birbhum, West Bengal
April 09th, 11:45 am
PM Modi launched a sharp attack on the TMC in his address at a massive public meeting in Birbhum, West Bengal. He alleged large-scale irregularities in welfare schemes and called for a decisive mandate for change in the upcoming Assembly elections. He urged people to press the lotus button at every booth and ensure a government that delivers development, dignity and security.The pot of TMC’s sins is now full: PM Modi in Asansol, West Bengal
April 09th, 11:40 am
PM Modi addressed a massive public meeting in Asansol, West Bengal, where he raised concerns over women’s safety, governance and illegal infiltration. Calling for a decisive mandate in the upcoming Assembly elections, he sharply criticised the ruling dispensation, alleging a politics of fear. The PM asserted that if there is one party committed to ensuring women’s rights, it is the BJP.TMC has created a system of “cut money” and commissions: PM Modi in Haldia, West Bengal
April 09th, 11:35 am
Prime Minister Narendra Modi delivered a high-energy address in Haldia, galvanising BJP supporters and setting the tone for the upcoming West Bengal Assembly elections. Addressing a massive gathering, PM Modi invoked the spirit of past political transformation and projected a similar wave sweeping across the state.PM Modi’s Haldia, Asansol & Birbhum rallies build massive momentum ahead of West Bengal polls
April 09th, 11:30 am
Prime Minister Narendra Modi delivered a high-energy address in Haldia, galvanising BJP supporters and setting the tone for the upcoming West Bengal Assembly elections. Addressing a massive gathering, PM Modi invoked the spirit of past political transformation and projected a similar wave sweeping across the state.ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 28th, 12:15 pm
ଉଦଘାଟନ ହୋଇଗଲା ? ଉଦଘାଟନ ହୋଇଗଲା ? ନା, ଏବେ ଅଧା କାମ ହୋଇଛି। ମୁଁ କେବଳ ସେହି ପରଦା ହଟାଇଛି, କିନ୍ତୁ ଆଜି ମୁଁ ଚାହୁଁଛି ଯେ ଏହି ବିମାନବନ୍ଦରର ଉଦଘାଟନ ଅବସରରେ ଏଠାରେ ଯିଏ କେହି ଉପସ୍ଥିତ ଅଛନ୍ତି , ଆପଣମାନେ ସମସ୍ତେ ଏହା କରନ୍ତୁ , ଏବଂ ସେଥିପାଇଁ ଆପଣ ଆପଣଙ୍କର ମୋବାଇଲ୍ ଫୋନ୍ ବାହାର କରନ୍ତୁ ଏବଂ ମୋବାଇଲ୍ ଫୋନ୍ର ଫ୍ଲାସ୍ ଲାଇଟ୍କୁ ଅନ୍ କରନ୍ତୁ ଏବଂ ଭାବନ୍ତୁ ଆପଣ ଏହାର ଉଦ୍ଘାଟନ କରୁଛନ୍ତି । ଆପଣ ଦୀପ ଜାଳି ଏଠାରେ ଉପସ୍ଥିତ ଥିବା ପ୍ରତ୍ୟେକ ବ୍ୟକ୍ତି , ଆଜି ଏହି ବିମାନବନ୍ଦରର ଉଦଘାଟନ କରୁଛନ୍ତି। ଏହା ଆପଣଙ୍କର ସମ୍ପତ୍ତି, ଏହା ଆପଣଙ୍କର ଭବିଷ୍ୟତ, ଏହା ଆପଣଙ୍କର କଠିନ ପରିଶ୍ରମ ଏବଂ ସେଥିପାଇଁ ଏହାର ଉଦଘାଟନ ମଧ୍ୟ ଆପଣମାନଙ୍କ ହାତରେ କରାଯାଉଛି , ଆପଣ ଆପଣଙ୍କର ଭାରତ ମାତାର ଜୟ କହି, ହାତ ଉଠାଇ, ସମ୍ପୂର୍ଣ୍ଣ ଟର୍ଚ୍ଚଲାଇଟ୍ ଦେଖାନ୍ତୁ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଭାରତ ମାତାର ଜୟ। ଅନେକ - ଅନେକ ଧନ୍ୟବାଦ। ଏବେ ଉଦଘାଟନ ହୋଇଗଲା ।୧୧,୨୦୦ କୋଟି ଟଙ୍କା ନିବେଶରେ ନିର୍ମିତ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯ୍ୟାୟ-୧ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 28th, 12:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ଜିଓ୍ବାରଠାରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଗର୍ବ ଓ ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ଉତ୍ତରପ୍ରଦେଶ ଓ ବିକଶିତ ଭାରତ ଅଭିଯାନ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ାଯାଇଛି। ଭାରତର ବୃହତ୍ତମ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ପାଲଟିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସେ ଦୁଇଗୁଣ ଆନନ୍ଦ ଅନୁଭବ କରୁଛନ୍ତି, ପ୍ରଥମତଃ ସେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ଏବେ ଉଦ୍ଘାଟନ ମଧ୍ୟ କରିଛନ୍ତି ଓ ଦ୍ବିତୀୟତଃ ଏହି ବିମାନବନ୍ଦରର ନାମ ଉତ୍ତରପ୍ରଦେଶ ସହିତ ସଂପର୍କିତ ରହିଛି। “ଏହି ରାଜ୍ୟ ମୋତେ ନିଜର ପ୍ରତିନିଧି ଭାବେ ସଂସଦକୁ ପଠାଇଥିଲା ଓ ଏହାର ନାମ ଏବେ ଏହି ଭବ୍ୟ ବିମାନବନ୍ଦର ସହ ଯୋଡ଼ି ହୋଇଛି।ପଶ୍ଚିମବଙ୍ଗର କୋଲକାତାରେ ବିଭିନ୍ନ ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 14th, 02:15 pm
ରାଜ୍ୟପାଳ ଶ୍ରୀମାନ ଆର ଏନ୍ ରବି ଜୀ, କେନ୍ଦ୍ର କ୍ୟାବିନେଟରେ ଥିବା ମୋର ସହକର୍ମୀ ଶାନ୍ତନୁ ଠାକୁର ଜୀ, ସୁକାନ୍ତ ମଜୁମଦାର ଜୀ, ପଶ୍ଚିମବଙ୍ଗର ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ଜୀ, ସଂସଦରେ ମୋର ସାଥୀ ଶାମିକ ଭଟ୍ଟାଚାର୍ଯ୍ୟ ଜୀ, ଅନ୍ୟ ଜନ ପ୍ରତିନିଧିଗଣ , ମହିଳା ଏବଂ ଭଦ୍ରଲୋକମାନେ ।କୋଲକାତାରେ ୧୮,୭୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 14th, 02:00 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ୧୮,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ସେ କହିଥିଲେ, “ଆଜି କୋଲକାତାର ଏହି ଭୂମିରୁ ପଶ୍ଚିମବଙ୍ଗ ଓ ସମଗ୍ର ପୂର୍ବ ଭାରତ ପାଇଁ ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି।”୧୩-୧୪ ମାର୍ଚ୍ଚରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
March 12th, 05:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩-୧୪ ମାର୍ଚ୍ଚ ୨୦୨୬ରେ ଆସାମ ଗସ୍ତ କରିବେ । ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ କୋକରାଝାର, ଗୌହାଟୀ ଏବଂ ସିଲଚରରେ ୪୭,୬୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ, ଭୂମି ପୂଜନ ଏବଂ ଶୁଭାରମ୍ଭ କରିବେ ।“ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତର ଓ ସୁଦୃଢ଼ କରିବା” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
March 03rd, 11:30 am
ଗତ ସପ୍ତାହରେ, ବଜେଟ୍ ୱେବିନାର୍ ଶୃଙ୍ଖଳାର ପ୍ରଥମ ୱେବିନାର୍ ଅନୁଷ୍ଠିତ ହୋଇଥିଲା। ଏହା ଏକ ବହୁତ ବଡ଼ ସଫଳତା ଥିଲା ବୋଲି ମୋତେ କୁହାଯାଇଥିଲା। ସମସ୍ତେ ବଜେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମ୍ପର୍କରେ ଉତ୍କୃଷ୍ଟ ପରାମର୍ଶ ଦେଇଥିଲେ। ମୁଁ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣକୁ ସ୍ୱାଗତ କରୁଛି। ଆଜି, ଏହି ଶୃଙ୍ଖଳାର ଦ୍ୱିତୀୟ ୱେବିନାର୍ ଅନୁଷ୍ଠିତ ହେଉଛି। ମୋତେ କୁହାଯାଇଥିଲା ଯେ, ଆଜି ହଜାର ହଜାର ସଂଖ୍ୟାରେ ଲୋକ ଯୋଗଦେବେ ଏବଂ ବିଭିନ୍ନ ବିଷୟରେ ସେମାନଙ୍କର ପରାମର୍ଶ ଦେବେ। ବିଷୟବସ୍ତୁ ବିଶେଷଜ୍ଞମାନେ ମଧ୍ୟ ଆମ ସହିତ ଯୋଗଦେବେ। ଏତେ ବିପୁଳ ସଂଖ୍ୟାରେ ବଜେଟ୍ ଉପରେ ଆଲୋଚନା ନିଜେ ନିଜ ମଧ୍ୟରେ ଏକ ସଫଳ ପରୀକ୍ଷଣ। ଏହି ୱେବିନାରରେ ଯୋଗଦେବା ପାଇଁ ସମୟ ବାହାର କରିଥିବାରୁ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହିତ ସ୍ୱାଗତ କରୁଛି। ଏହି ୱେବିନାରର ବିଷୟବସ୍ତୁ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ନିରନ୍ତର ମଜଭୁତ କରିବା ସହ ସମ୍ବନ୍ଧିତ। ଆଜି ଯେତେବେଳେ ଭାରତ ନିଜର ମଜଭୁତ ଅର୍ଥନୀତି ସହିତ ସମଗ୍ର ବିଶ୍ୱର ଆଶାର କେନ୍ଦ୍ରବିନ୍ଦୁ ହୋଇଛି ଏବଂ ଯେତେବେଳେ ବିଶ୍ୱ ଯୋଗାଣ ଶୃଙ୍ଖଳାକୁ ପୁନଃଆକୃତି ଦିଆଯାଉଛି, ସେତେବେଳେ ଅର୍ଥନୀତିର ଦ୍ରୁତ ପ୍ରଗତି ‘ବିକଶିତ ଭାରତ’ ପାଇଁ ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ଆଧାର ଅଟେ। ଆମର ଦିଗ ସ୍ପଷ୍ଟ, ଆମର ସଂକଳ୍ପ ସ୍ପଷ୍ଟ, ଅଧିକ ନିର୍ମାଣ କରନ୍ତୁ, ଅଧିକ ଉତ୍ପାଦନ କରନ୍ତୁ, ଅଧିକ ସଂଯୋଗ ସୃଷ୍ଟି କରନ୍ତୁ ଏବଂ ଏବେ ରପ୍ତାନୀ କରିବାର ଅଧିକ ଆବଶ୍ୟକତା ରହିଛି ଏବଂ ନିଶ୍ଚିତ ଭାବରେ ଆଜି ଆପଣଙ୍କ ମଧ୍ୟରେ ଯେଉଁ ମନ୍ଥନ ହେବ, ଏହି ମନ୍ଥନରୁ ଯେଉଁ ଫଳାଫଳ ବାହାରିବ, ତାହା ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିବ।“ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବା ଏବଂ ସୁଦୃଢ଼ କରିବା” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
March 03rd, 11:15 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି “ଆର୍ଥିକ ଅଭିବୃଦ୍ଧିକୁ ବଜାୟ ରଖିବା ଏବଂ ସୁଦୃଢ଼ କରିବା” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ପୂର୍ବ ସପ୍ତାହର ୱେବିନାର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ, ପ୍ରଥମ ୱେବିନାର ଅତ୍ୟନ୍ତ ସଫଳ ହୋଇଥିଲା ଏବଂ ବଜେଟ୍ ବ୍ୟବସ୍ଥାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଉତ୍କୃଷ୍ଟ ପରାମର୍ଶ ମିଳିଥିଲା।The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan
February 28th, 12:00 pm
At a public gathering in Ajmer, PM Modi expressed satisfaction that the “double-engine government” in Rajasthan has completed two years of rapid progress. He launched projects worth approximately ₹17,000 crore and handed over appointment letters to youth. The PM also launched the nationwide HPV vaccination campaign, describing it as a pivotal step toward empowering India’s ‘Nari Shakti’ (women power) and ensuring the health of mothers and daughters.ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ
February 28th, 11:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ ମେଜର ଦଲପତ ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।କେନ୍ଦ୍ରୀୟ ବଜେଟ ଉପରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 01st, 01:38 pm
ଆଜିର ବଜେଟ ଐତିହାସିକ । ଦେଶର ନାରୀ ଶକ୍ତିର ଏହା ଏକ ପରିଚାୟକ । ଜଣେ ମହିଳା ଅର୍ଥମନ୍ତ୍ରୀ ହିସାବରେ ନିର୍ମଳାଜୀ ସଂସଦରେ ଲଗାତର ଭାବେ ନବମଥର ପାଇଁ ବଜେଟ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବଜେଟ ଅନେକ ସମ୍ଭାବନାର ଏକ ହାଇୱେ । ବର୍ତମାନର ସ୍ୱପ୍ନସବୁକୁ ଅନୁଭବ କରି ଭାରତର ଉଜ୍ୱଳ ଭବିଷ୍ୟତର ମୂଳଦୁଆକୁ ଏହି ବଜେଟ ସୁଦୃଢ କରିଛି । ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣର ସ୍ୱପ୍ନକୁ ଏହି ବଜେଟ ପକ୍କା କରିଛି ।କେନ୍ଦ୍ର ବଜେଟ୍ ୨୦୨୬ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ
February 01st, 01:00 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୬ ଉପରେ ନିଜର ମନ୍ତବ୍ୟ ରଖିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ବଜେଟ୍ ଐତିହାସିକ ଏବଂ ଏହା ଦେଶର ମହିଳାମାନଙ୍କ ସଶକ୍ତ ମନୋବଳକୁ ପ୍ରତିଫଳିତ କରୁଛି। ସେ ଉଲ୍ଲେଖ କରିଥିଲେ ଯେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ କ୍ରମାଗତ ନବମ ଥର ପାଇଁ ଦେଶର ବଜେଟ୍ ଉପସ୍ଥାପନ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ବଜେଟ୍ ଅପାର ସୁଯୋଗର ଏକ ପ୍ରଶସ୍ତ ପଥ ଯାହା ବର୍ତ୍ତମାନର ସ୍ୱପ୍ନକୁ ପୂରଣ କରିବ ଏବଂ ଭାରତର ଉଜ୍ଜ୍ୱଳ ଭବିଷ୍ୟତର ମୂଳଦୁଆକୁ ସୁଦୃଢ଼ କରିବ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ୨୦୪୭ ମସିହା ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଭାରତର ଉଚ୍ଚ ଉଡାଣର ଆଧାର ଭାବେ ଏହି ବଜେଟ୍ କାର୍ଯ୍ୟ କରୁଛି।Today, India is placing strong emphasis on multi-modal connectivity and green mobility: PM Modi in Singur, West Bengal
January 18th, 03:30 pm
During the launch of multiple development projects at Singur, West Bengal, PM Modi said the past 24 hours have been unprecedented for the state’s rail connectivity. Launching projects linked to ports and river waterways, he said West Bengal has the potential to emerge as a major hub for manufacturing, trade and logistics, with ports, waterways, highways and airports being interconnected for seamless transport.PM Modi launches various development projects worth around ₹830 crore in Singur, West Bengal
January 18th, 03:00 pm
During the launch of multiple development projects at Singur, West Bengal, PM Modi said the past 24 hours have been unprecedented for the state’s rail connectivity. Launching projects linked to ports and river waterways, he said West Bengal has the potential to emerge as a major hub for manufacturing, trade and logistics, with ports, waterways, highways and airports being interconnected for seamless transport.ଓମାନରେ ଭାରତୀୟ ଛାତ୍ର ଏବଂ ଭାରତୀୟ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
December 20th, 03:20 pm
ଆସାମର ମାଟି ସହିତ ମୋର ସଂଲଗ୍ନତା, ଏଠାକାର ଲୋକମାନଙ୍କର ସ୍ନେହ ତଥା ପ୍ରେମ ଏବଂ ବିଶେଷକରି ଆସାମ ଏବଂ ଉତ୍ତର-ପୂର୍ବର ମାଆ ଓ ଭଉଣୀମାନଙ୍କ ଭଲପାଇବା ମୋତେ ସବୁବେଳେ ପ୍ରେରିତ କରିଥାଏ ଏବଂ ଉତ୍ତର ପୂର୍ବାଞ୍ଚଳର ବିକାଶ ପାଇଁ ଆମର ସଂକଳ୍ପକୁ ଅଧିକ ଦୃଢ଼ କରିଥାଏ । ମୁଁ ଦେଖୁଛି ଯେ, ଆଜି ପୁଣି ଥରେ ଆସାମର ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡା ହେଉଛି, ଏବଂ ଏପରି ସମୟରେ ଭାରତ ରତ୍ନ ଭୁପେନ ଦା’ଙ୍କ ପଙ୍କ୍ତି ଉପଯୁକ୍ତ ମନେ ହେଉଛି । ଲୁଇଦୋର ପାର ଜିଲିକାଇ ଟୁଲିବୋଲୋଇ, ଆମି ପ୍ରୋତିଜ୍ଞାବୋଦ୍ଧ! ଆମି ହୋନˆଲ୍ପବୋଦ୍ଧ! ଅର୍ଥାତ୍ ଲୁଇତ୍ ନଦୀର କୂଳ ଉଜ୍ଜ୍ୱଳ ହେବ, ଅନ୍ଧକାର ପ୍ରତ୍ୟେକ କାନ୍ଥ ଭାଙ୍ଗିବ ଏବଂ ଏହା ନିଶ୍ଚିତ ଭାବରେ ଘଟିବ, ଏହା ଆମର ସଂକଳ୍ପ, ଏହା ଆମର ପ୍ରତିଶୃତି ।