ଆମେରିକା ଉପରାଷ୍ଟ୍ରପତି ଏବଂ ତାଙ୍କ ପରିବାରକୁ ଆତିଥେୟ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
April 21st, 08:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ଉପରାଷ୍ଟ୍ରପତି ଜେ. ଡି. ଭାନ୍ସ, ଦ୍ୱିତୀୟ ମହିଳା ଶ୍ରୀମତୀ ଉଷା ଭାନ୍ସ, ସେମାନଙ୍କ ସନ୍ତାନ ଏବଂ ଆମେରିକା ପ୍ରଶାସନର ବରିଷ୍ଠ ସଦସ୍ୟଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି।ଏଲନ ମସ୍କଙ୍କ ସହ ଆଲୋଚନାରେ ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା ସହଯୋଗର ସମ୍ଭାବନା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ
April 18th, 01:07 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଏଲନ ମସ୍କଙ୍କ ସହ ଏକ ଗଠନମୂଳକ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥିଲା । ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ହୋଇଥିବା ସେମାନଙ୍କ ସାକ୍ଷାତ ସମୟରେ ଆଲୋଚନାରେ ସାମିଲ ହୋଇଥିବା ବିଷୟଗୁଡିକ ଉପରେ ପୁନଃବିଚାର କରାଯାଇଥିଲା, ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ସମାନ ଦୃଷ୍ଟିକୋଣକୁ ଗୁରୁତ୍ୱ ଦିଆଯାଇଥିଲା ।ଭାରତର ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଭାରତ - ଆମେରିକା ମିଳିତ ବିବୃତି
February 14th, 09:07 am
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ମାନନୀୟ ଡୋନାଲ୍ଡ ଜେ. ଟ୍ରମ୍ପ ୧୩ ଫେବୃଆରୀ, ୨୦୨୫ରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ୱାଶିଂଟନ ଡିସିରେ ଏକ ସରକାରୀ କାର୍ଯ୍ୟକ୍ରମ ଗସ୍ତ ଅବସରରେ ସ୍ଵାଗତ କରିଥିଲେ ।ୱାଶିଂଟନ ଡିସିରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
February 13th, 11:59 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ୱାଶିଂଟନ ଡିସିରେ ପହଞ୍ଚିଛନ୍ତି । ଏହି ଗସ୍ତ ସମୟରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଅନ୍ୟ ନେତାମାନଙ୍କୁ ଭେଟିବେ। ସେ ଅନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ।ୱାଶିଂଟନ ଡିସିରେ ହୋଇଥିବା ଦୁଃଖଦ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ
January 31st, 09:09 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ହୋଇଥିବା ପ୍ରାଣହାନୀ ପାଇଁ ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ପୀଡିତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଏବଂ କହିଛନ୍ତି ଯେ ଆମେ ଏହି ଦୁଃଖ ସମୟରେ ଆମେରିକାର ଲୋକମାନଙ୍କ ସାଥିରେ ରହିଛୁ ।ଭାରତ ଓ ଆମେରିକା ପକ୍ଷରୁ ମିଳିତ ବିବୃତି
September 08th, 11:18 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜୋସେଫ ଆର୍. ବାଇଡେନ୍ ଜୁନିଅରଙ୍କୁ ଆଜି ଭାରତକୁ ସ୍ୱାଗତ କରି ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଘନିଷ୍ଠ ଓ ଦୀର୍ଘସ୍ଥାୟୀ ଭାଗିଦାରୀକୁ ପୁନଃସ୍ଥାପିତ କରିଛନ୍ତି । ଜୁନ୍ ୨୦୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଐତିହାସିକ ୱାଶିଂଟନ ଗସ୍ତର ଅଭୂତପୂର୍ବ ସଫଳତାଗୁଡିକର କାର୍ଯ୍ୟାନ୍ୱୟନ ପାଇଁ ଜାରି ଥିବା ପର୍ଯ୍ୟାପ୍ତ ଅଗ୍ରଗତିକୁ ନେଇ ଉଭୟ ନେତା ନିଜର ସନ୍ତୁଷ୍ଟି ବ୍ୟକ୍ତ କରିଛନ୍ତି ।ୱାସିଂଟନ୍ ଡିସିରେ ‘ଇଣ୍ଡିଆ-ୟୁଏସଏ : ସ୍କିଲିଂ ଫର ଫ୍ୟୁଚର’ ବିଷୟ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟର ଓଡ଼ିଆ ଅନୁବାଦ
June 22nd, 11:15 am
ମୁଁ ଖୁସି ଯେ ଆଜି ୱାଶିଂଟନ୍ ଆସିବା ପରେ ମୁଁ ଅନେକ ଯୁବକ ଏବଂ ସୃଜନଶୀଳ ମନ ସହିତ ଯୋଡି ହେବାର ସୁଯୋଗ ପାଇଛି। ଭାରତ ବିଭିନ୍ନ ପ୍ରକଳ୍ପରେ ଜାତୀୟ ବିଜ୍ଞାନ ଫାଉଣ୍ଡେସନ୍ ସହିତ ସହଯୋଗ କରୁଛି, ଯାହା ଏହି ସ୍ଥାନକୁ ଅଧିକ ସ୍ୱତନ୍ତ୍ର କରିଥାଏ।ଆମେରିକାର ପ୍ରଥମ ମହିଳାଙ୍କ ସହିତ ‘‘ଭାରତ ଓ ଆମେରିକା : ଭବିଷ୍ୟତ ପାଇଁ ଦକ୍ଷତା ବିକାଶ’’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
June 22nd, 10:57 am
ସମାଜର ବିଭିନ୍ନ ବର୍ଗରେ ଉନ୍ନତ ମାନର ଶିକ୍ଷାକୁ ସମ୍ପ୍ରସାରିତ ଓ ପରିବର୍ଦ୍ଧିତ କରିବା ଲାଗି ଉଚ୍ଚ ଶିକ୍ଷାନୁଷ୍ଠାନରେ କର୍ମଶକ୍ତି ପୁନଃବିକାଶ ଉପରେ କାର୍ଯ୍ୟକ୍ରମରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା।