ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

February 08th, 11:19 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମାଲେସିଆର ପ୍ରଧାନମନ୍ତ୍ରୀ ମହାମହିମ ଦାତୋ ସେରୀ ଅନୱର ଇବ୍ରାହିମ ପେରଡାନା ପୁତ୍ରା ପରିସରରେ ସ୍ୱାଗତ କରିଛନ୍ତି । ସେଠାରେ ତାଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହା ପରେ, ଦୁଇ ନେତା ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସରକାରୀ ବାସଭବନ ସେରୀ ପେରଡାନାରେ ସୀମିତ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି ।

ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

October 08th, 12:21 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ତାଙ୍କର ପ୍ରଥମ ଐତିହାସିକ ଭାରତ ଗସ୍ତ ଅବସରରେ ସ୍ୱାଗତ କରିଛନ୍ତି । ତାଙ୍କ ସହିତ ୟୁକେର ସବୁଠାରୁ ବଡ ବାଣିଜ୍ୟିକ ପ୍ରତିନିଧି ଦଳ ମଧ୍ୟ ଆସିଛନ୍ତି ।

ଆମେରିକା ରାଷ୍ଟ୍ରପତିଙ୍କ ଆଗାମୀ ଭାରତ ଗସ୍ତ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

February 12th, 12:52 pm

ଫେବୃଆରୀ 24 ଓ 25, 2020ରେ ଆମେରିକା ରାଷ୍ଟ୍ରପତିଙ୍କ ଆଗାମୀ ଭାରତ ଗସ୍ତ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଏହି ଗସ୍ତ ସ୍ଵତନ୍ତ୍ର ଏବଂ ଦୁଇ ଦେଶର ବନ୍ଧୁତ୍ଵପୂର୍ଣ୍ଣ ସଂପର୍କକୁ ମଜବୁତ କରିବାରେ ଏହା ସୁଦୂର ପ୍ରସାରୀ ପ୍ରଭାବ ପକାଇବ ।

Text of PM's Video Message on the occasion of launch of the “Visit India Year 2015” in China

February 03rd, 10:57 am

Text of PM's Video Message on the occasion of launch of the “Visit India Year 2015” in China