ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ୨୦୨୪ ବ୍ୟାଚର ଆଇଏଫ୍‌ଏସ୍ ଶିକ୍ଷାନବୀଶ

August 19th, 08:34 pm

ଆଜି ସକାଳେ ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)ର ୨୦୨୪ ବ୍ୟାଚ ଶିକ୍ଷାନବୀଶମାନେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନ ୭, ଲୋକ କଲ୍ୟାଣ ମାର୍ଗରେ ସାକ୍ଷାତ କରିଥିଲେ । ୨୦୨୪ ବ୍ୟାଚରେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରୁ ୩୩ ଜଣ ଆଇଏଫ୍‌ଏସ୍ ଶିକ୍ଷାନବୀଶ ଅଛନ୍ତି ।