Prime Minister highlights efforts to preserve and promote India’s cultural heritage
June 18th, 02:33 pm
The Prime Minister, Shri Narendra Modi has highlighted efforts to preserve and promote India’s cultural heritage and said that India’s cultural heritage is being preserved, celebrated and carried forward with renewed vigour.୧୨୭ ବର୍ଷ ପରେ ପବିତ୍ର ପିପରହୱା ଅବଶେଷ ଦେଶକୁ ଫେରିଥିବାରୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିଛନ୍ତି
July 30th, 02:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଅବଶେଷ ଦୀର୍ଘ ୧୨୭ ବର୍ଷ ପରେ ଦେଶକୁ ଫେରିଥିବାରୁ ସ୍ୱାଗତ କରିଛନ୍ତି । ଏହା ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ଏକ ଗୌରବପୂର୍ଣ୍ଣ ଖୁସିର କ୍ଷଣ ବୋଲି ସେ କହିଛନ୍ତି ।