ଶ୍ରୀମତୀ ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
July 01st, 11:41 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ବିଜୟା ମେହେଟ୍ଟା ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଶ୍ରୀମତୀ ବିଜୟା ମେହେଟ୍ଟା ଜୀ ଆଧୁନିକ ମରାଠୀ ଥିଏଟରର ଅଗ୍ରଦୂତ ଥିଲେ, ଯିଏକି ନିଜର ସୃଜନଶୀଳତା ଏବଂ କଳାତ୍ମକ ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ପାଇଁ ଜଣାଶୁଣା। ଏବଂ ତାଙ୍କ କାର୍ଯ୍ୟ ଅଭିନେତା, ନିର୍ଦ୍ଦେଶକ ଏବଂ ଥିଏଟର ପ୍ରେମୀଙ୍କ ପିଢ଼ିକୁ ପ୍ରେରଣା ଦେଇଥିଲା ।