Prime Minister condoles the passing of veteran actor Shri Salim Kumar Ji

June 07th, 01:52 pm

Prime Minister Shri Narendra Modi today expressed deep sadness over the passing of veteran actor Shri Salim Kumar Ji. The Prime Minister noted that over the course of a distinguished career, he made a mark with his versatility and memorable performances across a wide range of roles.

ଆମ ଭେଟେରାନମାନେ ପ୍ରକୃତ ହିରୋ ଏବଂ ଦେଶପ୍ରେମର ସ୍ଥାୟୀ ପ୍ରତୀକ : ପ୍ରଧାନମନ୍ତ୍ରୀ

January 14th, 01:21 pm

ଆମ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସୈନିକମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସଶସ୍ତ୍ର ବାହିନୀ ଭେଟେରାନ୍ସ ଦିବସ ଅବସରରେ କହିଛନ୍ତ ଯେ, ଆମ ଭେଟେରାନ ସୈନିକମାନେ ପ୍ରକୃତ ନାୟକ ଏବଂ ଦେଶପ୍ରେମର ଚିରସ୍ଥାୟୀ ପ୍ରତୀକ ।

ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲ୍‌ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

December 23rd, 11:00 pm

ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ରୀ ଶ୍ୟାମ ବେନେଗାଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି।

ଆଇଏନଏ ଭେଟେରାନ ଲଲିତ ରାମ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

May 09th, 01:50 pm

ଆଇଏନଏ ଭେଟେରାନ ଶ୍ରୀ ଲଲିତ ରାମ ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।