ଅଷ୍ଟ୍ରେଲିଆରେ ଏକ ସାମୁହିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

July 09th, 03:22 pm

ଏହା ପୂର୍ବରୁ ମୁଁ ସିଡନୀରେ ଆପଣଙ୍କୁ ଦୁଇଥର ଭେଟିଛି। ମୁଁ ମେଲବୋର୍ଣ୍ଣିଆନମାନଙ୍କୁ ଭେଟିବାକୁ ମଧ୍ୟ ଅପେକ୍ଷା କରିଥିଲି, ତେଣୁ ମୁଁ ଭାବିଲି ମୁଁ ଏଥର ମେଲବୋର୍ଣ୍ଣର ଲୋକଙ୍କ ସହିତ ଗୋଟିଏ ଫ୍ଲେଟ୍ ଧଳା କଫି ପିଇବି।

ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 09th, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମେଲବୋର୍ଣ୍ଣର ମାର୍ଭେଲ୍ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆସ୍ଥିତ ଭାରତୀୟ ସମ୍ପ୍ରଦାୟର ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ। ଏକ ବିଶେଷ ସଦ୍‌ଭାବପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନି ଆଲବାନିଜ୍ ମଧ୍ୟ ଏହି ପ୍ରବାସୀ ଭାରତୀୟ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଜାତୀୟ ଡାକ୍ତର ଦିବସ ଅବସରରେ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 01st, 12:22 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ସାରା ଦେଶର ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ସେମାନଙ୍କ ଅତୁଟ ସେବା, କରୁଣା ଏବଂ ପ୍ରତିବଦ୍ଧତା ପାଇଁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ଭେନେଜୁଏଲାରେ ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା କ୍ଷୟକ୍ଷତିକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ

June 25th, 11:01 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପ ଯୋଗୁଁ ଘଟିଥିବା କ୍ଷୟକ୍ଷତିକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ଭାରତର ଜନସାଧାରଣଙ୍କ ତରଫରୁ ସମବେଦନା ଜଣାଇ ଶ୍ରୀ ମୋଦୀ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିଲେ ଏବଂ ଏହି ଦୁଃଖଦ ଘଟଣାରେ ପ୍ରଭାବିତ ସମସ୍ତଙ୍କ ସହ ଏକତା ବ୍ୟକ୍ତ କରିଥିଲେ।

Acting President of Venezuela meets Prime Minister

June 04th, 09:50 pm

PM Modi met Acting President of Venezuela Delcy Rodríguez and held extensive discussions on expanding cooperation in energy, critical minerals, technology, agriculture, healthcare and people-to-people ties. Highlighting Venezuela as a valued partner in Latin America, PM Modi reaffirmed India’s commitment to strengthening cooperation for the benefit of both nations and the Global South.

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେନେଜୁଏଲ କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କ ଟେଲିଫୋନ୍

January 30th, 09:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭେନେଜୁଏଲା ବୋଲିଭେରିଆନ ଗଣରାଜ୍ୟର କାର୍ଯ୍ୟକାରୀ ରାଷ୍ଟ୍ରପତି ମହାମହିମ ଡେଲସି ଏଲୋଇନା ରୋଡ୍ରିଗ୍ୱେଜ୍ ଗୋମେଜଙ୍କ ଠାରୁ ଏକ ଫୋନ କଲ୍ ପାଇଛନ୍ତି ।

PM greets the people of Venezuela on Venezuela's Independence Day

July 05th, 11:37 am