ବିଶ୍ୱକପ୍ ବିଜୟ ପାଇଁ ଭାରତୀୟ ସ୍କ୍ୱାଶ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 15th, 10:16 am
ଶ୍ରୀ ମୋଦୀ ଜୋଶନା ଚିନ୍ନାପ୍ପା, ଅଭୟ ସିଂହ, ଭେଲାବନ ସେନ୍ଥିଲ କୁମାର ଏବଂ ଅନାହତ ସିଂହଙ୍କ ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କ ସମର୍ପଣ, ଶୃଙ୍ଖଳା ଏବଂ ଦୃଢ ସଂକଳ୍ପ ଦେଶ ପାଇଁ ଅପାର ଗର୍ବ ଆଣିଛି। ସେ କହିଥିଲେ ଯେ ଏହି ଉଲ୍ଲେଖନୀୟ ସଫଳତା ବିଶ୍ୱ ସ୍ତରରେ ଭାରତୀୟ କ୍ରୀଡ଼ାର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ପ୍ରତିଫଳିତ କରୁଛି।