ଶକ୍ତି କ୍ଷେତ୍ରର ସିଇଓମାନଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

January 28th, 09:09 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ଲୋକ କଲ୍ୟାଣ ମାର୍ଗ ସ୍ଥିତ ତାଙ୍କ ବାସଭବନରେ ଭାରତ ଶକ୍ତି ସପ୍ତାହ (ଆଇ. ଇ. ଡବ୍ଲ୍ୟୁ.) ୨୦୨୬ର ଅଂଶବିଶେଷ ସ୍ୱରୂପ ବିଶ୍ୱ ଶକ୍ତି କ୍ଷେତ୍ରର ସି. ଇ. ଓ. ମାନଙ୍କ ସହ ଆଲୋଚନା କରିଥିଲେ।

ଓଡ଼ିଶାରେ ଏନଏଚ-326ର ପ୍ରଶସ୍ତିକରଣ ଏବଂ ସୁଦୃଢ଼ିକରଣକୁ କ୍ୟାବିନେଟ୍‌ ମଞ୍ଜୁରି

December 31st, 03:11 pm

ଓଡ଼ିଶା ଦେଇ ଯାଇଥିବା 326 ନମ୍ବର ଜାତୀୟ ରାଜପଥ (ଏନଏଚ୍‌)ର ସମ୍ପ୍ରସାରଣ ଏବଂ ସୁଦୃଢ଼ିକରଣ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି। ବର୍ତ୍ତମାନର 2 ଲେନରୁ 2 ଲେନ୍‌ ଏନଏଚ-326ର 68.600 କିମିରୁ 311.700କିମି ପର୍ଯ୍ୟନ୍ତ ସେକ୍ସନକୁ ଇପିସି ମୋଡ଼ରେ ପେଭଡ୍‌ ଶୋଲଡର ସହିତ ଉନ୍ନତିକରଣ କରାଯିବ।

ଜୋନାସ ମାସେଟ୍ଟି ଏବଂ ଦଳଙ୍କୁ ଭେଟି ବେଦାନ୍ତ ଏବଂ ଗୀତା ପ୍ରତି ତାଙ୍କର ଉତ୍ସାହ ପାଇଁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

November 20th, 07:54 am

ସମଗ୍ର ବିଶ୍ୱରେ ଭାରତୀୟ ସଂସ୍କୃତି କିପରି ପ୍ରଭାବ ପକାଉଛି ତାହା ପ୍ରଶଂସନୀୟ ବୋଲି ବେଦାନ୍ତ ଓ ଗୀତା ପ୍ରତି ଜୋନାସ ମାସେଟ୍ଟୀଙ୍କ ଆଗ୍ରହକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି । ସଂସ୍କୃତରେ ରାମାୟଣର ପ୍ରଦର୍ଶନ ଦେଖିବା ପରେ ପ୍ରଧାନମନ୍ତ୍ରୀ ଜୋନାସ ମାସେଟ୍ଟି ଏବଂ ତାଙ୍କ ଦଳଙ୍କୁ ଭେଟିଥିଲେ ।

‘ପ୍ରବୁଦ୍ଧ ଭାରତ’ର ୧୨୫ତମ ଜୟନ୍ତୀ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

January 31st, 03:01 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍‍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‍ବୋଧନ

January 31st, 03:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାମକୃଷ୍ଣ ସଂପ୍ରଦାୟର ମାସିକ ପ୍ରତିକା ‘ପ୍ରବୁଦ୍ଧ ଭାରତ’ର 125 ତମ ପ୍ରତିଷ୍ଠା ଦିବସରେ ଉଦ୍‍ବୋଧନ ଦେଇଛନ୍ତି । ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

ଆନ୍ତର୍ଜାତିକ ତୈଳ ଓ ଗ୍ୟାସ ଉଦ୍ୟୋଗର ସିଇଓ ତଥା ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

October 09th, 02:26 pm

ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଭାରତରେ ଗତ ତିନି ବର୍ଷ ମଧ୍ୟରେ ଘଟିଥିବା ପ୍ରଗତି ଓ ସଂସ୍କାରମୂଳକ କାର୍ଯ୍ୟକୁ ବିଶ୍ଵର ବିଭିନ୍ନ ତୈଳ ଓ ବାଷ୍ପ ଉଦ୍ୟୋଗର ସିଇଓ ତଥା ବିଶେଷଜ୍ଞମାନେ ବେଶ ପସନ୍ଦ କରିଛନ୍ତି । ବିଶେଷକରି ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଯେଉଁ ଗତିରେ ପଦକ୍ଷେପମାନ ନିଆଯାଉଛି ତାକୁ ସେମାନେ ପ୍ରଶଂସା କରିଛନ୍ତି ।