ଏସିଆନ୍ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍‌ସ ଇଭେଣ୍ଟରେ ବୈଷ୍ଣବୀ ପୁନେୟାନୀ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 25th, 07:54 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନର ହାଙ୍ଗଜୋଠାରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ରେ ବ୍ୟାଡମିଣ୍ଟନ ମହିଳା ସିଙ୍ଗିଲ୍‌ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବାରୁ ବୈଷ୍ଣବୀ ପୁନେୟାନୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।