ଯୁବ କ୍ରିକେଟ ଖେଳାଳୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

May 30th, 02:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାଟନା ବିମାନବନ୍ଦରରେ ଯୁବ କ୍ରିକେଟ ଖେଳାଳୀ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସମଗ୍ର ଦେଶ ତାଙ୍କ କ୍ରିକେଟ ଦକ୍ଷତାକୁ ପ୍ରଶଂସା କରୁଛି! ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା ।”