2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା
January 27th, 06:48 pm
27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏବଂ 16ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ-ୟୁରୋପୀୟ ସଂଘ ମିଳିତ ବିବୃତ୍ତି
January 27th, 06:15 pm
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତର 77ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ଏଫଟିଏ ଉପରେ ଆଲୋଚନାର ସଫଳ ସମାପ୍ତିକୁ ପ୍ରଶଂସା କରିଥିଲେ ଏବଂ 2030 ପଥେ: ଭାରତ-ୟୁରୋପୀୟ ସଂଘ ମିଳିତ ବିସ୍ତୃତ ରଣନୀତିକ ଏଜେଣ୍ଡା ଗ୍ରହଣ କରିଥିଲେ ।List of Outcomes: Visit of President of the European Council and President of the European Commission to India
January 27th, 02:53 pm
The visit of the President of the European Council and the President of the European Commission to India led to a joint announcement on the conclusion of negotiations for the India–EU Free Trade Agreement. Several agreements and MoUs were signed in key areas, including Defence & Security, Skilling and Mobility, Disaster Management, Clean Energy, Science & Technology, Research & Innovation and connectivity.India–European Union cooperation is a partnership for the global good: PM Modi
January 27th, 01:30 pm
At the joint press meet with European Commission President & European Council President, PM Modi remarked that India-EU partnership is reaching new heights based on shared democratic values, economic synergy and strong people-to-people ties. He noted that the India-EU FTA will help farmers and small industries access European markets, create new opportunities in manufacturing and further strengthen cooperation between our services sectors.ଉତ୍ସାହ ଏବଂ ରାଷ୍ଟ୍ର ଗୌରବରେ ପରିପୂର୍ଣ୍ଣ ସାଧାରଣତନ୍ତ୍ର ଦିବସ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
January 26th, 04:50 pm
ଭାରତ ସାଧାରଣତନ୍ତ୍ର ଦିବସ ସମାରୋହକୁ ଅତ୍ୟନ୍ତ ଉତ୍ସାହ ଏବଂ ଗୌରବର ସହିତ ପାଳନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ
January 26th, 08:12 am
କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସମର ସ୍ମାରକରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାହସୀ ସୈନିକମାନଙ୍କୁ ଦେଶ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।President of the European Commission Ursula von der Leyen conveys warm birthday greetings to Prime Minister Modi
September 17th, 07:09 pm
Prime Minister Shri Narendra Modi received a telephone call from the President of the European Commission H.E. Ursula von der Leyen today.ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ସହିତ ଟେଲିଫୋନ୍ ଯୋଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
September 04th, 06:27 pm
ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ଶକ୍ତି ଭାବେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ବିଶ୍ୱାସ, ସହଭାଗୀ ମୂଲ୍ୟବୋଧ ଏବଂ ଭବିଷ୍ୟତ ପାଇଁ ଏକ ସାଧାରଣ ଦୃଷ୍ଟିକୋଣ ଆଧାରରେ ଏକ ସୁଦୃଢ଼ ଏବଂ ଘନିଷ୍ଠ ସମ୍ପର୍କ ରହିଛି। ବୈଶ୍ୱିକ ପ୍ରସଙ୍ଗଗୁଡ଼ିକର ମିଳିତ ସମାଧାନ, ସ୍ଥିରତା ବୃଦ୍ଧି ଏବଂ ପାରସ୍ପରିକ ସମୃଦ୍ଧି ପାଇଁ ନିୟମ ଆଧାରିତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବାରେ ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀର ଭୂମିକା ଉପରେ ନେତାମାନେ ରେଖାଙ୍କିତ କରିଥିଲେ।Prime Minister interacts with President of the European Commission during G7 summit
June 18th, 03:04 pm
The Prime Minister Shri Narendra Modi held a fruitful discussion with the President of the European Commission, Ms. Ursula von der Leyen during the G7 Summit at Kananaskis, Canada on 17th June 2025.The World This Week On India
March 05th, 11:37 am
India is seeing a week of intense engagement with global partners while making headway in important domestic sectors. The European Commission leadership visited India, trade discussions with Latin America moved forward, and international businesses expanded their presence in the country. Meanwhile, India’s logistics, healthcare, and aviation sectors are undergoing changes that could have lasting economic effects.Joint Statement: Second Meeting of the India-EU Trade and Technology Council, New Delhi (February 28, 2025)
February 28th, 06:25 pm
PM Modi during the Second Meeting of the India-EU Trade and Technology Council, New Delhi, emphasized the deepening India-EU partnership in trade, technology, and security. Both sides committed to advancing AI, semiconductors, 6G, and clean energy, strengthening economic security and innovation. This collaboration aims to drive global stability, resilience, and shared prosperity.ୟୁରୋପିଆନ୍ କମିଶନର ଅଧ୍ୟକ୍ଷ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନଙ୍କ ଭାରତ ଗସ୍ତ (ଫେବୃଆରୀ ୨୭-୨୮, ୨୦୨୫)
February 28th, 06:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପିଆନ କମିଶନର ପ୍ରେସିଡେଣ୍ଟ ମିସ୍ ଉର୍ସୁଲା ଭନ୍ ଡେର୍ ଲେୟେନ୍ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ୟୁରୋପୀୟ ସଂଘ-ଭାରତର ରଣନୈତିକ ଭାଗିଦାରୀ ସେମାନଙ୍କ ଜନସାଧାରଣ ଏବଂ ବିଶ୍ୱ କଲ୍ୟାଣ ପାଇଁ ବୃହତ୍ ଲାଭ ପ୍ରଦାନ କରିଛି । ଭାରତ-ୟୁରୋପୀୟ ସଂଘ ରଣନୈତିକ ଭାଗିଦାରୀର ୨୦ ବର୍ଷ ଏବଂ ଭାରତ-ଇସି ସହଯୋଗ ଚୁକ୍ତିର ୩୦ ବର୍ଷରୁ ଅଧିକ ସମୟକୁ ଆଧାର କରି ସେମାନେ ଏହି ଭାଗିଦାରୀକୁ ଉଚ୍ଚ ସ୍ତରକୁ ନେବାକୁ ସେମାନଙ୍କର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇଥିଲେ।ୟୁରୋପୀୟ କମିଶନର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଉର୍ସୁଲା ଭନ୍ ଡେର୍ ଲେୟେନ୍ଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
July 19th, 11:48 am
ୟୁରୋପୀୟ କମିଶନର ଅଧ୍ୟକ୍ଷ ଭାବେ ପୁନଃନିର୍ବାଚିତ ହୋଇଥିବାରୁ ଉର୍ସୁଲା ଭନ୍ ଡେର୍ ଲେୟେନ୍ଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାଧାରଣ ନିର୍ବାଚନରେ ପୁନଃନିର୍ବାଚିତ ହେବା ପରେ ଜଣାଇଲେ ଅଭିନନ୍ଦନ
June 06th, 01:18 pm
ନିକଟରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପୁନଃ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ୍ ଟେଲିଫୋନ୍ ଯୋଗେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।ୟୁରୋପୀୟ କମିଶନର ସଭାପତି ମାନ୍ୟବର ଉର୍ସୁଲା ଭନ୍ ଡେର୍ ଲିଏନଙ୍କୁ ଆଜି ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
April 25th, 04:35 pm
ଚଳିତ ବର୍ଷ ରାଇସିନା ଆଲୋଚନାର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ରାଜି ହୋଇଥିବାରୁ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନର ସଭାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଦିନକ ପରେ ତାଙ୍କର ବକ୍ତବ୍ୟ ଶୁଣିବା ପାଇଁ ସେ ବହୁତ ଉତ୍ସାହିତ ଥିବା କହିଛନ୍ତି ।PM Modi's meeting with Presidents of European Council and European Commission
October 29th, 02:27 pm
PM Narendra Modi held productive interaction with European Council President Charles Michel and President Ursula von der Leyen of the European Commission.ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ମହାମହିମ ଉର୍ସୁଲା ଭନ ଡର ଲେୟେନଙ୍କ ମଧ୍ୟରେ ଟେଲିଫୋନ୍ ଯୋଗେ ଆଲୋଚନା
May 03rd, 02:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ମହାମହିମ ଉର୍ସୁଲା ଭନ ଡର ଲେୟେନଙ୍କ ମଧ୍ୟରେ ଆଜି ଟେଲିଫୋନ୍ ଯୋଗେ ଆଲୋଚନା ହୋଇଛି।Telephone Conversation between Prime Minister Shri Narendra Modi and H.E. Ursula Von Der Leyen, President of the European Commission
March 24th, 09:04 pm
Prime Minister today had a telephonic conversation with H.E. Ursula Von Der Leyen, President of the European Commission. The two leaders discussed the global situation in the context of ongoing COVID-19 pandemic.ୟୁରୋପିଆନ କମିଶନର ରାଷ୍ଟ୍ରପତି ଶ୍ରୀମତି ଉର୍ସୁଲା ଭନ ଡେର ଲିୟେନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଟେଲିଫୋନ ବାର୍ତ୍ତାଳାପ
December 02nd, 07:48 pm
ୟୁରୋପିଆନ କମିଶନର ରାଷ୍ଟ୍ରପତି ଶ୍ରୀମତି ଉର୍ସୁଲା ଭନ ଡେର ଲିୟେନଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟେଲିଫୋନ ବାର୍ତ୍ତାଳାପ କରିଛନ୍ତି ।