ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

January 02nd, 11:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।