ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ଆମେରିକା-ଭାରତ ରଣନୈତିକ ଭାଗୀଦାରୀ ମଞ୍ଚ ବୋର୍ଡର ସଦସ୍ୟ

October 30th, 07:41 pm

ଆମେରିକା-ଭାରତ ରଣନୀତିକ ଭାଗୀଦାରୀ ଫୋରମର ବୋର୍ଡ (USISPF) ସଦସ୍ୟମାନଙ୍କ ମଧ୍ୟରୁ ଆମେରିକାର ବରିଷ୍ଠ ଶିଳ୍ପପତି ଏବଂ ବାଣିଜ୍ୟ ନେତୃମଣ୍ଡଳୀଙ୍କୁ ନେଇ ଗଠିତ ଏକ ପ୍ରତିନିଧି ଗୋଷ୍ଠୀ ଆଜି (ମଙ୍ଗଳବାର) ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଥିଲେ ।