ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନେଦରଲାଣ୍ଡର ମହାମହିମ ରାଣୀ ମାକ୍ସିମା

June 25th, 10:40 pm

ନେଦରଲାଣ୍ଡର ମହାମହିମ ରାଣୀ ମାକ୍ସିମା, ଯିଏକି ଜାତିସଂଘର ମହାସଚିବଙ୍କ ଆର୍ଥିକ ସ୍ୱାସ୍ଥ୍ୟ ପାଇଁ ସ୍ୱତନ୍ତ୍ର ଓକିଲ ଭାବେ ଅଛନ୍ତି, ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଆମେ ଆଲୋଚନା କରିଥିଲୁ, କିପରି ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ନେତୃତ୍ୱାଧୀନ ବିପ୍ଲବ ଆର୍ଥିକ ସେବାକୁ ଅଧିକ ସହଜ ଏବଂ ସୁଲଭ କରୁଛି” । ଶ୍ରୀ ମୋଦୀ ବିଶ୍ୱବ୍ୟାପୀ ସହଯୋଗୀ ଦେଶମାନଙ୍କ ସହ ଏହାର ଅଭିଜ୍ଞତା ବାଣ୍ଟିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛନ୍ତି ।

ଏଆଇ ଇମ୍ପାକ୍ଟ ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ

February 20th, 09:52 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦ ଫେବୃଆରୀ ୨୦୨୬ରେ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ଅବସରରେ ଜାତିସଂଘର ମହାସଚିବ (ୟୁଏନ୍‌ଏସ୍‌ଜି) ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ଭେଟିଥିଲେ ।

ଜାତିସଂଘ ମହାସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ

December 01st, 06:45 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ମହାମହିମ ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି ।