୪୯ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ
September 24th, 09:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଥ ବ୍ଲକରେ ପ୍ରଗତି - ସକ୍ରିୟତାର ସହ ଶାସନ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟାନ୍ୱୟନ ପାଇଁ ଆଇସିଟି - ସକ୍ଷମ-ବହୁମୁଖୀ ମଡେଲ ପ୍ଲାଟଫର୍ମ - ର ୪୯ ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ପ୍ଲାଟଫର୍ମ କେନ୍ଦ୍ର ଓ ରାଜ୍ୟଗୁଡ଼ିକୁ ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା, ପ୍ରତିବନ୍ଧକ ଦୂର କରିବା ଏବଂ ସମୟାନୁବର୍ତ୍ତୀ ସମାପ୍ତି ସୁନିଶ୍ଚିତ କରିବା ପାଇଁ ଏକାଠି କରିଥାଏ।We launched the SVAMITVA Yojana to map houses and lands using drones, ensuring property ownership in villages: PM
January 18th, 06:04 pm
PM Modi distributed over 65 lakh property cards under the SVAMITVA Scheme to property owners across more than 50,000 villages in over 230 districts across 10 states and 2 Union Territories. Reflecting on the scheme's inception five years ago, he emphasised its mission to ensure rural residents receive their rightful property documents. He expressed that the government remains committed to realising Gram Swaraj at the grassroots level.ସ୍ୱାମୀତ୍ଵ ହିତାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 18th, 05:33 pm
ମଧ୍ୟପ୍ରଦେଶର ସିହୋରର ଜଣେ ସ୍ୱାମୀତ୍ଵ ହିତାଧିକାରୀ ଶ୍ରୀ ମନୋହର ମେଓ୍ଵାଡାଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ୱାମୀତ୍ଵ ଯୋଜନା ସମ୍ବନ୍ଧୀୟ ତାଙ୍କର ଅଭିଜ୍ଞତା ବାଣ୍ଟିବାକୁ କହିଥିଲେ । ସମ୍ପତ୍ତି କାଗଜପତ୍ର ବ୍ୟବହାର କରି ଧାର କରିଥିବା ଋଣ ତାଙ୍କୁ କିପରି ସାହାଯ୍ୟ କରିଛି ଏବଂ ଏହା ତାଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିଛି ବୋଲି ସେ ଶ୍ରୀ ମନୋହରଙ୍କୁ ପଚାରିଥିଲେ। ଶ୍ରୀ ମନୋହର କହିଛନ୍ତି ଯେ ସେ ତାଙ୍କ ଦୁଗ୍ଧ ଫାର୍ମ ପାଇଁ ୧୦ ଲକ୍ଷ ଟଙ୍କାର ଋଣ ନେଇଥିଲେ, ଯାହା ତାଙ୍କୁ ବ୍ୟବସାୟ ଆରମ୍ଭ କରିବାରେ ସାହାଯ୍ୟ କରିଥିଲା । ସେ ଉଲ୍ଲେଖ କରିଛନ୍ତି ଯେ ସେ, ତାଙ୍କ ପିଲାମାନେ ଏବଂ ଏପରିକି ତାଙ୍କ ପତ୍ନୀ ମଧ୍ୟ ଦୁଗ୍ଧ ଫାର୍ମରେ କାମ କରନ୍ତି ଏବଂ ଏହା ଅତିରିକ୍ତ ରୋଜଗାର ଆଣିଛି । ଶ୍ରୀ ମନୋହର ଏହା ମଧ୍ୟ ଆଲୋକପାତ କରିଥିଲେ ଯେ ସମ୍ପତ୍ତି କାଗଜପତ୍ର ରହିବା ଦ୍ୱାରା ତାଙ୍କ ପାଇଁ ବ୍ୟାଙ୍କରୁ ଋଣ ପାଇବା ସହଜ ହୋଇଥାଏ । କେନ୍ଦ୍ର ସରକାରଙ୍କ ଯୋଜନା ଲୋକଙ୍କ ଜୀବନରେ କଷ୍ଟ ହ୍ରାସ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସ୍ୱାମୀତ୍ଵ ଯୋଜନା ଲକ୍ଷ ଲକ୍ଷ ପରିବାରର ଆୟ ବୃଦ୍ଧି କରିଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ପ୍ରତ୍ୟେକ ନାଗରିକ ଯେପରି ନିଜ ଜୀବନରେ ଗର୍ବ ଏବଂ ଅଭିଜ୍ଞତା ସହିତ ମୁଣ୍ଡ ଉଚ୍ଚରେ ରହିବେ ତାହା ସୁନିଶ୍ଚିତ କରିବା ସରକାରଙ୍କ ପ୍ରାଥମିକତା ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ସ୍ଵାମୀତ୍ୱ ଯୋଜନା ଏହି ଦୃଷ୍ଟିକୋଣର ସମ୍ପ୍ରସାରଣ ବୋଲି ସେ ଆଲୋକପାତ କରିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ଵାମୀତ୍ୱ ଯୋଜନା ଅଧୀନରେ ୧୦ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କଲେ
January 18th, 12:30 pm
ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଯେପରି ସେମାନଙ୍କର ସମ୍ପତ୍ତି କାର୍ଡ ପାଇପାରିବେ ତାହା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପୂର୍ବେ ସ୍ଵାମୀତ୍ୱ ଯୋଜନା ଆରମ୍ଭ କରାଯାଇଥିଲା । ସେ କହିଥିଲେ ଯେ ବିଭିନ୍ନ ରାଜ୍ୟରେ ସଂପତ୍ତି ମାଲିକାନାର ଭିନ୍ନ ଭିନ୍ନ ନାମ ରହିଛି ଯେପରିକି ଘରୋନି, ଅଧିକାର ଅଭିଲେଖ, ପ୍ରପର୍ଟି କାର୍ଡ, ମାଲମଟ୍ଟା ପତ୍ରକ ଓ ଆବାସୀୟ ଭୂମି ପଟ୍ଟା ଇତ୍ୟାଦି । ଶ୍ରୀ ମୋଦୀ କହିଥିଲେ, ଗତ ପାଞ୍ଚ ବର୍ଷ ମଧ୍ୟରେ ୧.୫ କୋଟିରୁ ଅଧିକ ଲୋକଙ୍କୁ ସ୍ବାମୀତ୍ବ କାର୍ଡ ପ୍ରଦାନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ସେ ଆହୁରି କହିଛନ୍ତି ଯେ ୬୫ ଲକ୍ଷରୁ ଅଧିକ ପରିବାର ଏହି କାର୍ଡ ପାଇଛନ୍ତି | ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସ୍ଵାମୀତ୍ବ ଯୋଜନା ଅଧୀନରେ ଏବେ ଗାଁର ପ୍ରାୟ ୨.୨୫ କୋଟି ଲୋକ ସେମାନଙ୍କ ଘର ପାଇଁ ଆଇନଗତ କାଗଜପତ୍ର ପାଇଛନ୍ତି । ସେ ସମସ୍ତ ହିତାଧିକାରୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ଜାନୁଆରୀ ୧୮ ରେ ସ୍ୱାମିତ୍ଵ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ
January 16th, 08:44 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାନୁଆରୀ ୧୮ ତାରିଖ ଅପରାହ୍ନ ପ୍ରାୟ ୧୨.୩୦ ରେ ୧୦ଟି ରାଜ୍ୟ ଏବଂ ୨ ଟି କେନ୍ଦ୍ର ଶାସିତ ଅଞ୍ଚଳର ୨୩୦ରୁ ଅଧିକ ଜିଲ୍ଲାର ୫୦,୦୦୦ ରୁ ଅଧିକ ଗ୍ରାମର ସମ୍ପତ୍ତି ମାଲିକମାନଙ୍କୁ ସ୍ୱାମିତ୍ଵ ଯୋଜନା ଅଧୀନରେ ୬୫ ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ ବଣ୍ଟନ କରିବେ ।PM to distribute over 50 lakh property cards to property owners under SVAMITVA Scheme
December 26th, 04:50 pm
Prime Minister Shri Narendra Modi will distribute over 50 lakh property cards under SVAMITVA Scheme to property owners in over 46,000 villages in 200 districts across 10 States and 2 Union territories on 27th December at around 12:30 PM through video conferencing.Cabinet approves continuation of supply of free Fortified Rice under PMGKY and other welfare schemes from July 2024 to December 2028
October 09th, 03:07 pm
Union Cabinet, chaired by Prime Minister Narendra Modi, has approved the continuation of the universal supply of Fortified Rice under all schemes of the Government including Pradhan Mantri Garib Kalyan Anna Yojana (PMGKAY) and Other Welfare Schemes etc. in its present form, from July 2024 and upto December 2028. The rice fortification initiative will continue as a central sector initiative with 100% funding by the Government of India as part of PMGKAY (Food Subsidy), thus providing a unified institutional mechanism for implementation.ଅଗଷ୍ଟ ୭ରେ ନୀତି ଆୟୋଗଙ୍କ ୭ମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
August 05th, 01:52 pm
ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟଗୁଡିକୁ ଦକ୍ଷ, ପ୍ରତିରୋଧୀ ଓ ଆତ୍ମନିର୍ଭର ହେବା ସହ ସମବାୟ ସଙ୍ଘୀୟ ଭାବନା ଅନୁରୂପ ‘ଆତ୍ମନିର୍ଭର ଭାରତ’ ପାଇଁ ଆଗକୁ ବଢିବାର ଦୃଢ ଆବଶ୍ୟକତା କହିଛି । ସ୍ଥିର, ନିରନ୍ତର ଓ ସମାବେଶୀ ଭାରତ ନିର୍ମାଣ ଉଦ୍ଦେଶ୍ୟରେ ଅଗଷ୍ଟ ୭,୨୦୨୨ରେ ନୀତି ଆୟୋଗଙ୍କ ସପ୍ତମ ପରିଚାଳନା ପରିଷଦ ବୈଠକ ଆୟୋଜିତ ହେବ ଓ କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ମଧ୍ୟରେ ଭାଗିଦାରୀ ଓ ସହଯୋଗର ନୂଆ ଅଧ୍ୟାୟ ସୃଷ୍ଟି ପାଇଁ ପଥପ୍ରଶସ୍ତ କରିବ ।ବିଭିନ୍ନ ସରକାରୀ ଯୋଜନାରେ ଭିଟାମିନ୍ଯୁକ୍ତ (ଫଟିଫାଏଡ) ଚାଉଳ ଯୋଗାଣ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
April 08th, 03:58 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୀତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଖାଦ୍ୟ ନିରାପତ୍ତା ଆଇନ ଅନ୍ତର୍ଗତ ଲକ୍ଷ୍ୟଭିତ୍ତିକ ସାଧାରଣ ବଂଟନ ବ୍ୟବସ୍ଥା (ଟିପିଡିଏସ୍), ସମନ୍ୱିତ ଶିଶୁ ବିକାଶ ସେବା ଆଇସିଡିଏସ, ପ୍ରଧାନମନ୍ତ୍ରୀ ପୋଷଣଶକ୍ତି ନିର୍ମାଣ -ପିଏମ୍ ପେ।।ଷଣ(ପୂର୍ବରୁ ମଧ୍ୟାହ୍ନଭୋଜନ ଯୋଜନା)ଏବଂ ଭାରତ ସରକାର ଅନ୍ୟାନ୍ୟ କଲ୍ୟାଣ ମୂଳକ କାର୍ଯ୍ୟକ୍ରମରେ ଫଟିଫାଏଡ ଚାଉଳ ଯୋଗାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳକୁ ଉପରୋକ୍ତ ଯୋଜନା ନିମନ୍ତେ ଏହି ଚାଉଳ ୨୦୨୪ ସୁଦ୍ଧା ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ।