ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର୍ ପୁରସ୍କାର ପାଇଥିବାରୁ ମେଜର ଅଭିଲାଷା ବାରାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

June 07th, 02:06 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ଅଫ୍ ଦି ଇୟର୍ ପୁରସ୍କାର ପାଇଥିବାରୁ ମେଜର ଅଭିଲାଷା ବାରାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ମେଜର ବାରାକ ଲେବାନନରେ ମିଳିତ ଜାତିସଂଘର ଅନ୍ତରୀଣ ବାହିନୀ (ୟୁଏନଆଇଏଫଆଇଏଲ) ମଧ୍ୟରେ ଏକ ଏନଗେଜମେଣ୍ଟ ଟିମ୍ କମାଣ୍ଡର ଏବଂ ଜେଣ୍ଡର ଫୋକାଲ ପଏଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି।