ଲକ୍ଷ୍ନୌକୁ ୟୁନେସ୍କୋର ସୃଜନଶୀଳ ଗ୍ୟାଷ୍ଟ୍ରୋନୋମି ସହର ଭାବରେ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି ବ୍ୟକ୍ତ
November 01st, 02:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲକ୍ଷ୍ନୌକୁ ୟୁନେସ୍କୋ ଦ୍ୱାରା ସୃଜନଶୀଳ ଗ୍ୟାଷ୍ଟ୍ରୋନୋମି ସହର ଭାବରେ ଘୋଷଣା କରାଯିବା ନେଇ ଖୁସି ପ୍ରକାଶ କରିଛନ୍ତି ।କୋଝିକୋଡ଼େକୁ ‘ସାହିତ୍ୟର ସହର’ ଏବଂ ଗ୍ୱାଲିୟରକୁ ‘ସଙ୍ଗୀତର ସହର’ ଭାବେ ୟୁନେସ୍କୋ କ୍ରିଏଟିଭ୍ ସିଟିଜ୍ ନେଟୱର୍କରେ ସାମିଲ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
November 01st, 04:56 pm
କୋଝିକୋଡ଼େକୁ ‘ସାହିତ୍ୟର ସହର’ ଏବଂ ଗ୍ୱାଲିୟରକୁ ‘ସଙ୍ଗୀତର ସହର’ ଭାବେ ୟୁନେସ୍କୋ କ୍ରିଏଟିଭ୍ ସିଟିଜ୍ ନେଟୱର୍କରେ ସାମିଲ କରାଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ ଶ୍ରୀ ମୋଦୀ କୋଝିକୋଡ଼େ ଏବଂ ଗ୍ୱାଲିୟର ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।ୟୁନେସ୍କୋ କ୍ରିଏଟିଭ ସିଟିଜ ନେଟଓ୍ୱର୍କ (ୟୁସିସିଏନ)ରେ ଶ୍ରୀନଗର ସାମିଲ ହୋଇଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
November 08th, 10:55 pm
ଶିଳ୍ପ ଓ ଲୋକକଳାର ସ୍ୱତନ୍ତ୍ର ଉଲ୍ଲେଖ ସହ ଶ୍ରୀନଗରକୁ ୟୁନେସ୍କୋ କ୍ରିଏଟିଭ ସିଟିଜ ନେଟଓ୍ୱର୍କରେ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।