ଅବସରପ୍ରାପ୍ତ କର୍ଣ୍ଣେଲ ଏଚ କେ ସଚଦେବାଙ୍କ ପତ୍ନୀ ଶ୍ରୀମତୀ ଉମା ସଚଦେବାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
October 07th, 03:46 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀମତୀ ଉମା ସଚଦେବାଙ୍କୁ ଭେଟିଥିଲେ । ୯୦ ବର୍ଷ ବୟସ୍କା ଉମା ତାଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ଏଚ୍.କେ ସଚଦେବାଙ୍କ ଦ୍ୱାରା ଲିଖିତ ୩ ଟି ପୁସ୍ତକର କପି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।