ମିଆଁମାର ରାଷ୍ଟ୍ରପତି ୟୁ ମିନ୍ ଅଙ୍ଗ୍ ହ୍ଲାଇଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
June 01st, 08:09 pm
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ୟୁ ମିନ୍ ମିଙ୍ଗ୍ ହ୍ଲାଇଙ୍ଗ ରାଷ୍ଟ୍ରପତି ଭାବରେ ତାଙ୍କ ପ୍ରଥମ ଗସ୍ତ ପାଇଁ ଭାରତକୁ ବାଛିଥିବାରୁ ଭାରତ ସମ୍ମାନିତ ବୋଧ କରୁଛି । ସେ ଏହା ମଧ୍ୟ ଖୁସି ପ୍ରକାଶ କରିଛନ୍ତି ଯେ ରାଷ୍ଟ୍ରପତି ଭଗବାନ ବୁଦ୍ଧଙ୍କ ଆଶୀର୍ବାଦରେ ବୋଧଗୟାରୁ ଭାରତରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ମିଆଁମାର ରାଷ୍ଟ୍ରପତିଙ୍କ ଭାରତକୁ ସରକାରୀ ଗସ୍ତରେ ଭାରତ-ମିଆଁମାର ମିଳିତ ବିବୃତ୍ତି
June 01st, 07:16 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣରେ ମିଆଁମାର ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ୟୁ ମିନ୍ ଅଙ୍ଗ ହ୍ଲାଇଙ୍ଗ ୩୦ ମଇରୁ ୩ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତ କରିଥିଲେ ।"ମିଆଁମାରର ପ୍ରତିରକ୍ଷା ସେବାରର କମାଣ୍ଡର-ଇନ-ଚିଫ ସିନିୟର ଜେନେରାଲ ମିନ ଔଙ୍ଗ ହଲେଙ୍ଗ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ କରୁଛନ୍ତି "
July 29th, 07:58 pm
ମିଆଁମାରର ପ୍ରତିରକ୍ଷା ସେବାରର କମାଣ୍ଡର-ଇନ-ଚିଫ ସିନିୟର ଜେନେରାଲ ମିନ ଔଙ୍ଗ ହଲେଙ୍ଗ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାକ୍ଷାତ କରୁଛନ୍ତି ।Sr. Gen. U Min Aung Hlaing, Commander-in-Chief of Myanmar Defence Services calls on PM
July 29th, 02:45 pm