୨୬-୨୭ ଜୁଲାରେ ତାମିଲନାଡୁ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
July 25th, 10:09 am
ୟୁକେ ଏବଂ ମାଳଦ୍ୱୀପ ଗସ୍ତରୁ ଫେରିବା ପରେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୬ ଜୁଲାଇ ରାତି ପ୍ରାୟ ୮ଟାରେ ତାମିଲନାଡୁର ଟୁଟିକୋରିନରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ୪୮୦୦ କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ, ଉଦ୍ଘାଟନ ଏବଂ ଦେଶକୁ ସମର୍ପିତ କରିବେ ।