100 କୋଟି ଟିକା ଡୋଜ୍ ପରେ ଭାରତ ନୂତନ ଉତ୍ସାହ ଏବଂ ଶକ୍ତିର ସହିତ ଆଗକୁ ବଢୁଛି: 'ମନ୍ କୀ ବାତ୍' ରେ ପ୍ରଧାନମନ୍ତ୍ରୀ ମୋଦୀ
October 24th, 11:30 am
ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର । କୋଟି କୋଟି ନମସ୍କାର । ମୁଁ କୋଟି କୋଟି ନମସ୍କାର କହିବାର କାରଣ ୧୦୦ କୋଟି ପାନ ଟିକାଦାନ ପରେ ଆଜି ଦେଶ ନୂତନ ଉତ୍ସାହ, ନୂତନ ଶକ୍ତି ସହିତ ଆଗକୁ ବଢ଼ୁଛି । ଆମର ଟୀକାକରଣ କାର୍ଯ୍ୟକ୍ରମର ସଫଳତା ଭାରତର ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି । ସମସ୍ତଙ୍କ ପ୍ରଚେଷ୍ଟାର ମନ୍ତ୍ରଶକ୍ତିକୁ ଦର୍ଶାଉଛି ।Make in India Week in Mumbai; Bilateral talks with Sweden, Finland and Poland
February 13th, 05:46 pm