ନଭେମ୍ବର ୧ ରେ ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
October 31st, 12:02 pm
ସକାଳ ପ୍ରାୟ ୧୦ ଟା ସମୟରେ ‘ଦିଲ୍ କି ବାତ କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ସେ ନବ ରାୟପୁର ଅଟଳ ନଗରର ଶ୍ରୀ ସତ୍ୟ ସାଇ ସଞ୍ଜିବନୀ ହସ୍ପିଟାଲରେ ‘ଜୀବନ ଉପହାର’ ସମାରୋହରେ ଜନ୍ମଗତ ହୃଦରୋଗର ସଫଳତାର ସହ ଚିକିତ୍ସିତ ହୋଇଥିବା ୨୫୦୦ ପିଲାମାନଙ୍କ ସହିତ ଆଲୋଚନା କରିବେ ।