Minister for Foreign Affairs of Australia Senator Penny Wong meets Prime Minister
May 26th, 08:19 pm
The Prime Minister, Shri Narendra Modi expressed happiness on meeting Senator Penny Wong, Minister for Foreign Affairs of Australia.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଆମେରିକା ବିଦେଶ ମନ୍ତ୍ରୀ
May 23rd, 04:20 pm
ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
May 22nd, 09:31 pm
ସାଇପ୍ରସ୍ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲିଡେସ୍, ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୨୦ - ୨୩ ମେ’ ୨୦୨୬ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଛନ୍ତି। ଏହା ସାଇପ୍ରସର ୟୁରୋପୀୟ ସଂଘ ପରିଷଦର ସଭାପତିତ୍ୱ ସମୟରେ ଅନୁଷ୍ଠିତ ହେଉଥିବାରୁ ଏହି ଗସ୍ତର ବିଶେଷ ଗୁରୁତ୍ୱ ରହିଛି।ଫଳାଫଳ ତାଲିକା: ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତି ମହାମହିମ ଶ୍ରୀ ନିକୋସ୍ କ୍ରିଷ୍ଟୋଡୋଲାଇଡସଙ୍କ ଭାରତ ଗସ୍ତ
May 22nd, 04:11 pm
୧. ଆତଙ୍କବାଦୀ ବିରୋଧୀ ମିଳିତ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା ପାଇଁ ବୁଝାମଣାପତ୍ରPrime Minister’s meeting with Prime Minister of Finland on the margins of the 3rd India-Nordic Summit
May 19th, 06:42 pm
PM Modi met with Finland PM Petteri Orpo on the sidelines of the 3rd India-Nordic Summit in Oslo and held discussions. The two leaders emphasized the importance of strengthening collaboration between industry, research institutions and academia. They also welcomed the steady growth in bilateral trade in goods and services and reaffirmed their commitment to doubling existing bilateral trade by 2030.ସ୍ୱିଡେନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା
May 18th, 12:10 am
ନେତାମାନେ ଭାରତ - ସ୍ୱିଡେନ ସମ୍ପର୍କର ପୂର୍ଣ୍ଣ ସମୀକ୍ଷା କରିଥିଲେ। ବାଣିଜ୍ୟ ଏବଂ ନିବେଶ, ନବସୃଜନ, ସବୁଜ ପରିବର୍ତ୍ତନ, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଏବଂ ସୁରକ୍ଷା, ଡିଜିଟାଲାଇଜେସନ୍, ଏସଏମଇ, ମହାକାଶ, ଗବେଷଣା, ଶିକ୍ଷା, ସଂସ୍କୃତି ଏବଂ ଲୋକ - ଲୋକ ଆଦାନପ୍ରଦାନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କରେ ବୃଦ୍ଧି ପାଉଥିବା ଗତିକୁ ସ୍ୱୀକାର କରିଥିଲେ। ସେମାନେ ସହଭାଗୀ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆଧାରିତ ଏବଂ ନବସୃଜନ, ସ୍ଥାୟୀତ୍ୱ ଏବଂ ଗବେଷଣା ଏବଂ ବିକାଶ ସଂଯୋଗ ଦ୍ୱାରା ପରିଚାଳିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେମାନଙ୍କର ସହଭାଗୀ ପ୍ରତିବଦ୍ଧତାକୁ ପୁନଃସ୍ଥାପିତ କରିଥିଲେ। ବ୍ୟାପକ ସହଭାଗୀତାକୁ ମାର୍ଗଦର୍ଶନ କରିବା ପାଇଁ ନିୟମିତ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କ ଏବଂ ସଂସ୍ଥାଗତ ଆଲୋଚନା ବଜାୟ ରଖିବାର ଆବଶ୍ୟକତା ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।India-Netherlands Joint Statement on the visit of Prime Minister of India to Netherlands
May 17th, 03:45 am
At the invitation of Netherlands PM Rob Jetten, PM Modi paid an official visit to the Netherlands. They held discussions and expressed their desire to further expand and deepen the multifaceted relationship between the two countries. Noting with satisfaction the progress achieved in recent years, they elevated bilateral ties to a 'Strategic Partnership' and welcomed the adoption of a Strategic Partnership Roadmap.ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍ [୨୦୨୬-୨୦୩୦]
May 17th, 03:15 am
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ ରବ୍ ଜେଟେନ୍ ମେ’୧୬ ତାରିଖରେ ଦି ହେଗ୍ଠାରେ ଅନୁଷ୍ଠିତ ସେମାନଙ୍କ ବୈଠକ ଅବସରରେ, ଲକ୍ଷ୍ୟଭିତ୍ତିକ, ସମୟବଦ୍ଧ ପଦକ୍ଷେପ ଏବଂ ମିଳିତ କାର୍ଯ୍ୟପନ୍ଥା ଅନୁସରଣ କରି ଭାରତ-ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ 'ରଣନୀତିକ ଭାଗିଦାରୀ' ସ୍ତରକୁ ଉନ୍ନୀତ କରିବା ପାଇଁ ସହମତ ହୋଇଛନ୍ତି। ଏହି ଉଦ୍ଦେଶ୍ୟରେ, ଭାରତ ଏବଂ ନେଦରଲ୍ୟାଣ୍ଡ ଆଗାମୀ ୫ ବର୍ଷ ପାଇଁ ଭାରତ-ନେଦରଲ୍ୟାଣ୍ଡ ରଣନୀତିକ ଭାଗିଦାରୀର ରୋଡମ୍ୟାପ୍କୁ ଗ୍ରହଣ କରିଛନ୍ତି। ଉଭୟ ପକ୍ଷ ସହମତ ହୋଇଥିବା ବିଷୟଗୁଡ଼ିକୁ ନିମ୍ନରେ ଉଲ୍ଲେଖ କରାଗଲା।ନେଦରଲ୍ୟାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆନୁଷ୍ଠାନିକ ଆଲୋଚନା
May 17th, 02:35 am
ଆଜି ହେଗରେ ଡଚ୍ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ (କ୍ୟାଟସୁଇସ୍) ଠାରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀଯୁକ୍ତ ରବ ଜେଟେନଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି।The future of India-Netherlands partnership is brighter than ever before: PM Modi in Netherlands
May 16th, 10:00 pm
Speaking at the CEO Roundtable in the Netherlands, PM Modi said India’s rapid growth, skilled talent pool and reform-driven economy are creating new opportunities for global businesses. He also highlighted plans to strengthen India-Netherlands cooperation through technology, investment and strategic partnerships.ନେଦରଲ୍ୟାଣ୍ଡରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ
May 15th, 11:35 pm
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ପାଞ୍ଚ ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ନେଦରଲ୍ୟାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।Prime Minister’s visit to the United Arab Emirates
May 15th, 03:59 pm
During PM Modi's official visit to the United Arab Emirates, he held discussions with UAE President HH Sheikh Mohammed bin Zayed Al Nahyan. The PM reaffirmed India’s strong condemnation of the attacks on the UAE and also conveyed India’s position in favour of ensuring safe transit passage through the Strait of Hormuz. The two leaders reviewed the entire gamut of bilateral relations and welcomed the deepening of the Comprehensive Strategic Partnership across multiple sectors.ଭାରତ ଏବଂ ଭିଏତନାମ ମଧ୍ୟରେ ଉନ୍ନତ ବ୍ୟାପକ ରଣନୈତିକ ସହଭାଗୀତା ଉପରେ ମିଳିତ ବିବୃତ୍ତି
May 06th, 05:24 pm
ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିମନ୍ତ୍ରଣ କ୍ରମେ ଭିଏତନାମ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ, ଭିଏତନାମ ସମାଜବାଦୀ ଗଣରାଜ୍ୟର ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ମେ’୦୫ ରୁ ୦୭ ପର୍ଯ୍ୟନ୍ତ ଭାରତ ଗସ୍ତ କରିଛନ୍ତି। ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ଟୋ ଲାମ୍ ଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ ମଧ୍ୟ ଅଛନ୍ତି। ଏକ ଦୃଢ ବ୍ୟବସାୟିକ ପ୍ରତିନିଧିମଣ୍ଡଳୀ ମଧ୍ୟ ସମ୍ମାନିତ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସାମିଲ ଅଛନ୍ତି।India and Vietnam are emerging as the fastest-growing economies in the world: PM Modi at the India-Vietnam Joint Press Meet
May 06th, 01:00 pm
At the India-Vietnam Joint Press Meet, PM Modi said that President To Lam’s visit to Bodh Gaya reflects the shared civilizational and spiritual traditions between the two countries. He noted that the relations have been elevated to an Enhanced Comprehensive Strategic Partnership. The PM highlighted that Vietnam is a key pillar of India’s Act East Policy and Vision MAHASAGAR and with Vietnam’s cooperation, India will further expand its relations with ASEAN.Prime Minister attends the Heads of Missions Conference in New Delhi
April 30th, 10:42 am
PM Modi attended the Heads of Missions Conference in New Delhi. Reflecting on the meeting, he noted that extensive discussions were held on strengthening India’s global engagement and deepening connections with the Indian diaspora.India- Republic of Korea Joint Statement on Energy Resource Security
April 20th, 10:56 pm
India and the Republic of Korea reaffirmed their commitment to strengthen energy security cooperation by building resilient supply chains, ensuring stable access to energy resources, and promoting collaboration in clean energy and open, transparent global energy markets.Joint Strategic Vision for India-ROK Special Strategic Partnership
April 20th, 10:53 pm
President of the Republic of Korea Lee Jae Myung is on a State Visit to India from 19 – 21 April, 2026. During his visit, he held bilateral talks with Prime Minister Narendra Modi. Joint Strategic Vision for implementing and adding further momentum to the India-ROK Special Strategic Partnership in the next five years (2026-2030) was also announced.ଫଳାଫଳ ତାଲିକା: ଦକ୍ଷିଣ କୋରିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ
April 20th, 03:57 pm
ଭାରତ- ଦକ୍ଷିଣ କୋରିଆ ସ୍ୱତନ୍ତ୍ର ରଣନୈତିକ ସହଭାଗୀତା ପାଇଁ ମିଳିତ ରଣନୈତିକ ଦୃଷ୍ଟିକୋଣପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III (ପିଏମଜିଏସଓ୍ବାଇ-III)କୁ ମାର୍ଚ୍ଚ ୨୦୨୫ରୁ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ କ୍ୟାବିନେଟ୍ ଅନୁମୋଦନ
April 18th, 03:15 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-III (ପିଏମଜିଏସଓ୍ବାଇ-III)କୁ ମାର୍ଚ୍ଚ ୨୦୨୫ ଅବଧିରୁ ଆଗକୁ ବଢାଇ ମାର୍ଚ୍ଚ ୨୦୨୮ ପର୍ଯ୍ୟନ୍ତ ଜାରି ରଖିବାକୁ ଅନୁମୋଦନ କରିଛନ୍ତି। ଏଥିରେ ଗ୍ରାମୀଣ କୃଷି ବଜାର (GrAM), ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ହସ୍ପିଟାଲ ସହିତ ବାସିନ୍ଦାଙ୍କୁ ସଂଯୋଗ କରୁଥିବା ରାସ୍ତା ଏବଂ ପ୍ରମୁଖ ଗ୍ରାମୀଣ ରାସ୍ତାଗୁଡ଼ିକର ସୁଦୃଢୀକରଣ ଅନ୍ତର୍ଭୁକ୍ତ। ଏହି ଯୋଜନାର ସଂଶୋଧିତ ବ୍ୟୟ ଅଟକଳ ୮୩,୯୭୭ କୋଟି ଟଙ୍କା ହେବ।Cabinet approves creation of ‘Bharat Maritime Insurance Pool’ with a sovereign guarantee of Rs 12,980 crore
April 18th, 03:10 pm
The Union Cabinet chaired by PM Modi has approved the proposal for creation of a domestic insurance pool, namely ‘Bharat Maritime Insurance Pool’ (BMI pool) with a sovereign guarantee of Rs.12,980 crores. The pool ensures that Indian trade continues to have access to affordable insurance for vessels carrying cargo from any international origin to Indian ports and vice-versa.