ଭେଙ୍କେୟା ନାଇଡୁଙ୍କ ମୁଖ୍ୟ ଅଭିଭାଷଣ ଏବଂ ଲେଖା ସମ୍ବଳିତ "Tireless Voice Relentless Journey" ପୁସ୍ତକ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

August 04th, 07:36 pm

ପ୍ରଧାନମନ୍ତ୍ରୀ ମୋଦୀ ଭେଙ୍କେୟା ନାଇଡୁଙ୍କ ଦ୍ଵାରା ଲିଖିତ ପୁସ୍ତକ Tireless Voice Relentless Journey ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକରେ ଭେଙ୍କେୟା ନାଇଡୁଙ୍କ ମୁଖ୍ୟ ଅଭିଭାଷଣ ଏବଂ ଲେଖା ସାମିଲ ଅଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ,''ସଂସଦୀୟ ବ୍ୟବସ୍ଥାର ଗରିମା ବଜାୟୀ ରଖିବା ଆବଶ୍ୟକ ,ଆମେ ଏକ ଦଳ ହୋଇଥିବା ,ଏକ ଅଂଚଳର ହୋଇଥିବା କିନ୍ତୁ ଏହା ମନେ ରଖିବା ଉଚିତ ଯେ ଆମେ ଦେଶର ମଧ୍ୟ ।